Breaking

ଉତ୍ତର ଭୁବନେଶ୍ବରରେ ଅପରାଜିତା, ପାଟକୁରାରୁ ବିଜୟ । ପ୍ରକାଶ ପାଇଲା ବିଜେପି ପାର୍ଥୀ ତାଲିକା

0

ଭୁବନେଶ୍ୱର: ଉତ୍ତର ଭୁବନେଶ୍ବରରେ ଅଭିନେତ୍ରୀ,ପାଟକୁରା ରୁ ବିଜୟ। ଆଜି ବିଜେପି ତାର ଆଉ ୧୧ଟି ବିଧାନସଭା ଓ ୩ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜୟଙ୍କୁ ପଟକୁରା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରିଛି । ଭୁବନେଶ୍ୱର ଉତ୍ତରରୁ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ବେଳେ ନୀଳଗିରିରୁ ସୁକାନ୍ତ ନାୟକ, ଆଠମଲ୍ଲିକରୁ ଭାଗିରଥୀ ପ୍ରଧାନ, ବାଙ୍କୀରୁ ଶୁଭ୍ରାଂଶୁ ଶେଖର ପାଢୀ, ଆଠଗଡ଼ରୁ ବ୍ରଜେନ୍ଦ୍ର ରାୟ, ମହାପାଳପଡ଼ାରୁ ବିଜୟ ପ୍ରଧାନ ଓ ପୁରୀରୁ ଜୟନ୍ତ ଷଢଙ୍ଗୀ ଓ ରାଇରଙ୍ଗପୁର- ନବ ଚରଣ ମାଝୀ ଓ ମୋରଡ଼ା ଡ଼.କୃଷ୍ଣଚନନ୍ଦ୍ର ମହାପାତ୍ର ନାମ ଘୋଷଣା କରିଛନ୍ତି । ଅନ୍ୟପଟେ ଲୋକସଭା ପାଇଁ ଭଦ୍ରକରୁ ଅଭିମନ୍ୟୁ ସେଠୀ, ଯାଜପୁରରୁ ଅମିୟ ମଲ୍ଲିକ ଓ ମୟୁରଭଞ୍ଜରୁ ବିଶ୍ୱେଶ୍ୱର ଟୁଡ଼ୁଙ୍କୁ ପ୍ରାର୍ଥୀ କରିଛି ।

loading...

Leave A Reply

Your email address will not be published.