Breaking

ଭୋଟ ଗଣତି ଆରମ୍ଭ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ରାଜ୍ୟରେ ବାଲେଶ୍ଵର ଏବଂ ତିର୍ତ୍ତୋଲ ଉପନିର୍ବାଚନ ର ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଦେଶରେ ବିହାର ନିର୍ବାଚନର ଭୋଟ ଗଣତି ଆରମ୍ଭ। ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ପରେ ବାଲେଶ୍ଵର ରେ ବିଜେଡ଼ିକୁ ୩୪୨୭ଟି ଭୋଟ ମିଳିଥିବା ବେଳେ ବିଜେପି କୁ ମିଳିଛି ୨୮୧୨ ଟି…
Read More...

ନୟାପଲ୍ଲୀରେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶୋକସଭା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ନୟାପଲ୍ଲୀ , ୱାର୍ଡ଼ ନଂ ୩୯ ଅଧିନରେ ଥିବା ନୂଆସାହିର ଶ୍ରୀ ଶ୍ରୀ ମହାବୀରଙ୍କ ପୂଜା ମଣ୍ଡପରେ ସମାଜସେବୀ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଳା ସଂପାଦକ ତଥା ଶ୍ରୀ ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ମିଲନ୍ କୁମାର ପାଇକରାୟଙ୍କ…
Read More...

କାଲି ଖୋଲିବ ଭାଗ୍ୟ ପେଡି

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କଲି ଖୋଲିବ ଭାଗ୍ୟ ପେଡି।ବାଲେଶ୍ବର ଓ ତିର୍ତୋଲ୍ ନିର୍ବାଚନର ଆସିବ ଫଳାଫଳ। ୨ଟି ଉପନିର୍ବାଚନର ଭୋଟ୍ ଗଣତି ହେବ ଭୋଟ୍। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ୍ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ କାଲି ସକାଳ ୮ଟାରୁ ଭୋଟ୍ ଗଣତି ହେବା ସହ ଗଣତି ପାଇଁ…
Read More...

ଖସୁଛି ପାରଦ ବଢୁଛି ଶୀତ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହୋଇଛି ଶୀତର ପ୍ରଭାବ।ରାଜ୍ୟରେ ୧୦ ଡିଗ୍ରୀ ତଳେ ୩ ସହର, ୯.୪ ଡିଗ୍ରୀ ସହ ସୋନପୁର ଆଜି ବି ରାଜ୍ୟର ସବୁଠୁ ଶୀତଳ ସହର,ରାଜ୍ୟର ୧୧ଟି ସହରର ତାପମାତ୍ରା ୧୫ ଡିଗ୍ରୀ ସେଲ୍‌ସିଅସ ତଳେ ରହିଛି।ଏହା ସହ ଦାରିଙ୍ଗବାଡ଼ିରେ ୯.୫, ଫୁଲବାଣୀରେ ୧୦,…
Read More...

ବାଇଡେନଙ୍କ ମୁଣ୍ଡରେ ବିଜୟ ମୁୁକୁଟ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ପ୍ରତିକ୍ଷ୍ୟାର ଅବସାନ ଘଟିଲା ଘୋଷଣା ହେଲେ ବିଜୟୀ ପ୍ରାର୍ଥୀ। ଟ୍ରମ୍ପଙ୍କୁ ହରାଇଲେ ଜୋ ବାଇଡେନ । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ବାଇଡେନ । ଡେମୋକ୍ରାଟ ଦଳର ପ୍ରାର୍ଥୀ ବାଇଡେନ ଖତାକୁ ଯାଇଛି ବିପୁଳ…
Read More...

ଗ୍ରାହକଙ୍କ ପାଇଁ ସର୍ବନିମ୍ନ ଅର୍ଥରାଶି ଉପରୁ ଜୋରିମାନା ଉଠାଇଲା SBI

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: SBI ର ଗ୍ରାହକ ମାନଙ୍କ ପାଇଁ ଖୁସି ଖବର। ଏବେ SBI ଆକାଉଣ୍ଟ ରେ ସର୍ବନିମ୍ନ ଅର୍ଥରାଶି ନ ରହିଲେ ସେଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ନିକଟରେ ବଦଳ ହୋଇଥିବା ତିନୋଟି ନିୟମ ମଧ୍ୟରୁ ସର୍ବନିମ୍ନ ଅର୍ଥରାଶି ଉପରେ ଥିବା ଜୋରିମାନା କୁ SBI ପକ୍ଷରୁ…
Read More...

୨୨ କୋଟିର ସହାୟତା ଦେଲା ମହାନଦୀ କୋଲ୍ ଫିଲ୍ଡସ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ମହାନଦୀ କୋଲ ଫିଲ୍ଡସ୍ ନିଜର ସାମାଜିକ କର୍ତ୍ତବ୍ୟ ପରିପ୍ରେକ୍ଷୀରେ କୋଭିଡ୍ ୧୯ ପାଇଁ ସମ୍ କୋଭିଦ୍ ହସ୍ପିଟାଲ୍ କୁ ୨୨ କୋଟି ଟଙ୍କା ପ୍ରଦାନ କରିଛି। କେବଳ ମାସ୍କ ଏବଂ ସାନିଟାଇଜର ବାବଦକୁ ପାଖାପାଖି ୧ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି ବୋଲି…
Read More...

ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଗଣା କୋଚିଂ ବ୍ୟବସ୍ଥା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଭିଏସସନଗର ଅଞ୍ଚଳରେ ୧୦୦ ରୁ ଉର୍ଦ୍ଧ୍ବ ପିଲାଙ୍କୁ ମାଗଣା ପାଠ ପଢା କାର୍ଯ୍ୟକୁ ସାହାଯ୍ୟର ହାତ ବଢ଼ାଇଛି ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ। ଆଜି ଲାୟାନସ କ୍ଲବରେ ମାଗଣାରେ ପଢୁଥିବା ସ୍କୁଲ୍ ପିଲାଙ୍କୁ କରୋନା ସଚେତନତା କରାଯିବା ସହିତ ମାସ୍କ୍, ଖାତା,…
Read More...