Breaking

ଭାରସାମ୍ୟ ହରାଇ ଭେକ୍ସିନ ଗାଡି ଦୁର୍ଘଟଣାଗ୍ରସ୍ତ: ଗୁରୁତର ଡ୍ରାଇଭର ମେଡିକାଲରେ ଭର୍ତ୍ତୀ

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଡାକ୍ତରଖାନାର ଭେକସିନ ଗାଡି ଶୁକ୍ରବାର ଦିନ ଭାରସାମ୍ୟ ହରାଇ ଓଲଟି ଯିବା ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟଯେ, କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ସମରଡେଗା ବୁଲାଣି ରେ…
Read More...

ଭୁବନେଶ୍ୱରର ରୋଟାରୀ କ୍ଲବ ଇକୋ ତରଫରୁ ବିଶ୍ଵ ସାଇକେଲ ଦିବସ ପାଳନ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ପାଇଁ ସାଇକେଲ ଚାଳନା ସବୁଠୁ ଶସ୍ତା, ସୁନ୍ଦର ଏବଂ ମଜବୁତ୍ ମାଧ୍ୟମ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି। ଭୁବନେଶ୍ଵରର ରୋଟାରୀ କ୍ଲବ ଇକୋ ତରଫରୁ ଅନଲାଇନ୍ ଜରିଆରେ ବିଶ୍ବ ସାଇକେଲ ଦିବସ ପାଳନ ଅବସରରେ ବିଶେଷଜ୍ଞ…
Read More...

ସହଯୋଗର ହାତ ବଢାଇଲେ ଭୋଳାନାଥ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କରୋନା ମହାମାରୀରେ ସାରା ବିଶ୍ବ ସ୍ତବ୍ଧ ଓ ସାରା ମାନବ ସମାଜ ନିଶହାୟ। ଏ ଦେଶର ଦୁଖଃ ସମସ୍ୟା ଆର୍ଥିକ ବ୍ୟବସ୍ଥାକୁ ହଲେଇ ଦେଇଥିବାବେଳେ ଏହି ସମୟରେ ଗରୀବ ନିମ୍ନ ଶ୍ରେଣିର ଲୋକମାନେ ଅସୁବିଧା ଅନାଟନରେ ସମୟ ବିତାଉଛନ୍ତି । ନା ହାତରେ ଟଙ୍କା ଅଛି ନା କର୍ମ…
Read More...

ଏ ଦୁର୍ଦ୍ଦିନ ଦୂର ହେବ କେମିତି-ଶ୍ରୀ ନିରଞ୍ଜନ ପଟ୍ଟନାୟକ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କରୋନା ମହାମାରୀ ସମଗ୍ର ମାନବଜାତି ପାଇଁ ଏକ ବିରାଟ ଆହ୍ବାନ ହୋଇ ଛିଡ଼ାହୋଇଛି। ମଣିଷ ସଭ୍ୟତାର ସମସ୍ତ ପ୍ରଗତି ସତ୍ତ୍ବେ ମଣିଷ କେତେ ଅସହାୟ ତାହା କରୋନାର ଭୟାବହତାରୁ ପ୍ରମାଣିତ ହୋଇ ଯାଇଛି । ପ୍ରତିଦିନ କେହିନା କେହି ପରିଚିତ ଲୋକ ଜଣେ ଅକାଳରେ ଆଖୁ ବୁଜି…
Read More...

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ : ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତିକୁ କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସ୍ୱାଗତ ଜଣାଇଛି । ଏକ ପ୍ରେସ ବାର୍ତ୍ତାରେ କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ…
Read More...

କନ୍ଧମାଳରେ ଖସୁଛି କରୋନା ଗ୍ରାଫ : ଆହୁରି ଅଧିକ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ : ସମଗ୍ର କନ୍ଧମାଳ ଜିଲ୍ଲା ପାଇଁ ଘାତକ ମାସ ଥିଲା ମେ ମାସ। ତେବେ ବର୍ତ୍ତମାନ ପରିସ୍ଥିତିରେ କନ୍ଧମାଳ ଜିଲାରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଏବେ ଧୀରେ ଧୀରେ ତଳମୁହାଁ ହେବାରେ ଲାଗିଛି। ଜିଲାରେ ଦୈନିକ ସଂକ୍ରମଣ ତିନି ଅଙ୍କରୁ ଖସି ଦୁଇ ଅଙ୍କରେ ସୀମିତ…
Read More...