Breaking

ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ନୀରବ ପଦଯାତ୍ରା ୧୧ ଦିନରେ ପହଞ୍ଚିଲା

ଭୁବନେଶ୍ବର: ଓଲିଉଡ଼ ପ୍ରଯୋଜକଙ୍କ ନୀରବ ପଦଯାତ୍ରା ଆଜି ୧୧ ଦିନରେ ପହଞ୍ଚିଥିବା ବେଳେ ଆଜି ସିନେ କଳାକାରଙ୍କ ବ୍ୟତୀତ ସିନେପ୍ରେମୀ ଦର୍ଶକଙ୍କର ସହଯୋଗ ମଧ୍ୟ ବଢିବାରେ ଲାଗିଛି l ଏହାର ଏକମାତ୍ର କାରଣ କିଛି ପ୍ରଯୋଜକ ଅଣଓଡ଼ିଆ ସିନେମାକୁ କପି କରି ସିନେମା ନିର୍ମାଣ କରି ଓଲିଉଡ଼ ର ଅସ୍ଥିତ୍ୱ…
Read More...

ଚିତ୍ରରେ ଓଡିଶାର କଳା ଓ ସଂସ୍କୃତିର ବିଭବ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ମିଳିତ ସହଯୋଗରେ କୋଲକାତା ସ୍ଥିତ ଆଇ.ସି.ସି.ଆର. ଅବନୀନ୍ଦ୍ରନାଥ ଟାଗୋର ଆର୍ଟ ଗ୍ୟାଲେରୀରେ ଆୟୋଜିତ ହୋଇଛି ଓଡ଼ିଶାର ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ।…
Read More...

ଚଳଚ୍ଚିତ୍ର “ପ୍ରତୀକ୍ଷା” ଦକ୍ଷିଣ ଏସିଆନ ଫିଲ୍ମ ଫେଷ୍ଟିଭାଲରେ ସ୍ଥାନିତ

ଭୁବନେଶ୍ବର: ଆଇଏଫଏଫଆଇରେ ପ୍ରଥମ ଥର ପରେ ଏବେ ଡିସିଏସଏଏଫଏଫରେ ପ୍ରଦର୍ଶନ ତାଲିକାରେ ବି ସ୍ଥାନ ପକ୍କା କରିଛି ଓଡ଼ିଆ ଫିଲ୍ମ "ପ୍ରତୀକ୍ଷା" l ୱାଶିଂଟନ୍ ଡିସି ଏଏମସି ମଣ୍ଟୋଗୋମେରି ସିକ୍ଟିନ୍ ଠାରେ ଆସନ୍ତା ନଭେମ୍ବର ୫ ତାରିଖ ପୂର୍ବାହ୍ନ 11.30 ମିନିଟରେ ଅନୁଷ୍ଠିତ ହେବ ପ୍ରତୀକ୍ଷାର…
Read More...

ଓରମାସ୍‌ର ସଫଳତା

ଆଇଡ଼ିଆଲ୍ ଏଜୁକେସନ୍‌ରେ ନେଇଥିଲେ ସିଲାଇ ପ୍ରଶିକ୍ଷଣ ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଓରମାସ୍ ସହଯୋଗରେ ଆଇଡ଼ିଆଲ୍ ଏଜୁକେସନ୍ ପ୍ରା. ଲିମିଟେଡ଼୍‌ରେ ଡ଼ିଡ଼ିୟୁଜିକେଓ୍ବାଇ ସିଲେଇ ଟ୍ରେନିଂ ନେଇଥିବା ୭ ଯୁବତୀ ବିଦେଶରୁ ଚାକିରୀ କରି ସଫଳତାର ସହ ଓଡ଼ିଶା ଫେରିଛନ୍ତି । ଜୋରଡ଼ାନରୁ ଫେରିବା ପରେ…
Read More...

ହଇଚଇ କରିବ ନୂଆ ୱେବ୍‌ସିରିଜ୍‌ “SIX”

ଭୁବନେଶ୍ବର: ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ନେଇ ଆସୁଛି ନୂଆ ୱେବ୍ ସିରିଜ୍‌ "SIX" l ଏହାର ଟ୍ରେଲର ରିଲିଜ୍‌ ପରେ ସବୁ ଦର୍ଶକଙ୍କ ମୁଁହରେ ଗୋଟିଏ କଥା ଏ ସିରିଜ୍‌ ଯେବେ ରିଲିଜ୍‌ ହବ ଓଡିଶା ଚଳଚିତ୍ର ଜଗତରେ ଆଉ ଏକ ପରିବର୍ତ୍ତିନର ଧାରା ସୃଷ୍ଟି ହବ l ଏହାକୁ ନେଇ ଓଟିଟି ପକ୍ଷରୁ…
Read More...

ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆରେ ପ୍ରଦର୍ଶିତ ହେବ ‘ପ୍ରତୀକ୍ଷା’

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଓ ଚଳଚ୍ଚିତ୍ର ପ୍ରେମୀଙ୍କ ବହୁତ ବଡ଼ ଖୁସି ଖବର l ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ୫୩ତମ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ-୨୦୨୨ରେ ପ୍ରଦର୍ଶନ ଲାଗି ମନୋନୀତ ହୋଇଛି l ଏହି ଫେଷ୍ଟିଭାଲ ଆସନ୍ତା ନଭେମ୍ବର ମାସ 20ରୁ 28 ତାରିଖ ପର୍ଯ୍ୟନ୍ତ…
Read More...

ଏଇ ରବିବାର ସନ୍ଧ୍ୟାରେ ଜୀସାର୍ଥକ ସଂସାର ଆୱାର୍ଡ୍ସ

ଭୁବନେଶ୍ବର: ଗୁଣୀ ଓ ସୃଜନଶୀଳ କଳାକାରଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ଆସନ୍ତା ଅକ୍ଟୋବର ୨୩ ତାରିଖ ସନ୍ଧ୍ୟା 6.30 ମିନିଟ୍ରେ ପ୍ରସାରିତ ହେବ ଜୀସାର୍ଥକ ସଂସାର ଆୱାର୍ଡ୍ସର ଷଷ୍ଠ ସଂସ୍କରଣ l ଉତ୍ସବମୁଖର ହେବ ମଞ୍ଚ ଆଉ ମନ୍ତ୍ରମୁଗ୍ଧ ହେବେ ଓଡ଼ିଆ ଦର୍ଶକ l ଓଡ଼ିଶାର ଅଗଣିତ ପ୍ରିୟ…
Read More...

ସରକାର ଶୁଣିଲା ଯାଏଁ ପଦଯାତ୍ରା ଚାଲିବ

ଭୁବନେଶ୍ବର: ଓଡ଼ିଆ ସିନେମାକୁ। ଓଡ଼ିଶା ହଲରେ ଜାଗା ନାହିଁ । ୨୦୦୮ ରୁ ମିଳୁନି ସବସିଡି ସୁବିଧା । ଏଭଳି ସ୍ଥିତିରେ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ଚିନ୍ତାରେ ପ୍ରଯୋଜକ ନିର୍ଦେଶକ । ଏନେଇ ଭୁବନେଶ୍ବର ଜୟଦେବ ଭବନରୁ ରାଜଭବନ ଯାଏଁ ପଦ ଯାତ୍ରାରେ ଯାଇଛନ୍ତି । ସେମାନଙ୍କ ସହ ଅଧିକ ଆଲୋଚନା…
Read More...