Breaking

“ତୋର ମୋର କଟି” ଚଳଚ୍ଚିତ୍ର ର ଅଡିଓ ରିଲିଜ୍

ଭୁବନେଶ୍ବର:ଝିଲିକ ମୋସନ୍ ପିକ୍ଚର୍ସ ର ତୃତୀୟ ଅବଦାନ "ତୋର ମୋର କଟି" ଚଳଚ୍ଚିତ୍ର ର ଅଡିଓ ରିଲିଜ୍ ଆଜି ଭୁବନେଶ୍ୱର ର ଏକ ତାରକା ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି l ଅଭିନେତ୍ରୀ ରୁ ପ୍ରଯୋଜିକା ସାଜିଥିବା ଝିଲିକ ଭଟ୍ଟାଚାର୍ଯ୍ୟ ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ର ବିରାଟ ପରିବର୍ତ୍ତନ ପାଇଁ…
Read More...

ଭିନ୍ନକ୍ଷମ ସପ୍ତାହ ଅବସରରେ ରେଡ଼୍ ସ୍ୱସ୍ତିକ୍ ପକ୍ଷରୁ ଆମ୍ବୁଲାନ୍ସ ସେବା ଲୋକାର୍ପିତ

 ୧୦ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଓ ୧୫ ଜଣ ଶ୍ରବଣ ବାଧିତଙ୍କୁ ନିଶୁଳ୍କ ଶ୍ରବଣ ଯନ୍ତ୍ର ପ୍ରଦାନ ।  ସଚେତନତାର ବାର୍ତ୍ତା ବାଣ୍ଟିଲେ ବାଇକର୍ସ ଆସୋସିଏସନ୍ ଓ ଏକାମ୍ର କାନନ ୱାଲ୍‌କର୍ସ କ୍ଲବ । ଭୁବନେଶ୍ୱର: ଦେଶର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି…
Read More...

ଜୀ ସାର୍ଥକ ଫିଲ୍ମସର ନୂଆ ସିନେମା ‘ପୋଲିସ୍ ବାବୁ’ର ଅଡିଓ ରିଲିଜ୍

ଭୁବନେଶ୍ୱର: ୮ ଡିସେମ୍ବର ସନ୍ଧ୍ୟାରେ ଜୀ-ସାର୍ଥକ ଫିଲ୍ମସ ର ନୂଆ ଚଳଚ୍ଚିତ୍ର "ପୋଲିସ ବାବୁ" ର ଅଡିଓ ରିଲିଜ୍ ଭୁବନେଶ୍ୱର ର ଏକ ତାରକା ହୋଟେଲର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଚଳଚ୍ଚିତ୍ର ରେ ଥିବା ତିନିଟି ଯାକ ଗୀତ ଶ୍ରୋତା ଙ୍କ ମନକୁ ଛୁଇଁଲା ଭଳି ହୋଇଛି l ୧୧…
Read More...

ନୂଆ ଓଡ଼ିଆ ଚଳଚ୍ଚିତ୍ର “T” ର ମୋସନ ପୋଷ୍ଟର

ଭୁବନେଶ୍ବର: ଟ୍ରାନ୍ସ ଜେଣ୍ଡର ଉପରେ ଆଧାରିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "T" ର ମୋସନ ପୋଷ୍ଟର ଲୋକାର୍ପଣ ହୋଇଯାଇଛି l ଓଡ଼ିଆ ଚଳଚ୍ଚିତ୍ର ଦମନ ଏବଂ ପ୍ରତୀକ୍ଷା ପରେ ପରେ ଆଉ ଏକ ଭିନ୍ନ ସ୍ୱାଦର ଓଡ଼ିଆ ଚଳଚ୍ଚିତ୍ର ଏଇ ମାସ ଶେଷ ରେ ପ୍ରେକ୍ଷାଳୟ ରେ ଦର୍ଶକ ଦେଖିବାକୁ ପାଇବେ l ଚଳଚ୍ଚିତ୍ର T ର…
Read More...

ଡିସେମ୍ବର ୧୬ରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର “ପ୍ରସ୍ଥାନମ୍”

ଭୁବନେଶ୍ବର:ବହୁ ପ୍ରତିକ୍ଷିତ ଓଡ଼ିଆ ଚଳଚ୍ଚିତ୍ର "ପ୍ରସ୍ଥାନମ୍" ଶୁଭ ମୁକ୍ତିଲାଭ କରିବାକୁ ଯାଉଛି l ଟ୍ରିଜର ଏବଂ ଅଡିଓ ରିଲିଜ ପରେ ପ୍ରଯୋଜନା ସଂସ୍ଥା ଅଣ୍ଟା ଭିଡିଛନ୍ତି ମୁକ୍ତିଲାଭ ପାଇଁ l ଚଳଚ୍ଚିତ୍ର ର ଗୀତ ଗୁଡିକ ଆମର ମ୍ୟୁଜିକ ୟୁଟୁବ ଚାନେଲ ରେ ବେଶ ଲୋକାଦୃତ ହୋଇସାରିଛି l ପ୍ରଥମ ଥର…
Read More...

କଞ୍ଚା ଲଙ୍କାର ନୂଆ ୱେବ୍ ସିରିଜ “ଅନେଶତ ରାଣୀ ରାଜା

ଭୁବନେଶ୍ବର : ଲୋକପ୍ରିୟ ଓଡ଼ିଆ ଓଟିଟି 'କଞ୍ଚା ଲଙ୍କା' ରେ 'ଅନେଶ୍ବତ ରାଣୀ ରାଜା' ପମ୍ ପମ୍ ପମ୍ ସିରିଜ୍ ଡିସେମ୍ବର ୨ ରୁ ଆରମ୍ଭ ହୋଇଯାଇଛି। ଏହି କାହାଣୀଟି ଏକ ଯୁବକର। ଯେ ସୋସିଆଲ ମିଡିଆ ଜରିଆରେ ଝିଅମାନଙ୍କ ସହ ବନ୍ଧୁତା ସ୍ଥାପନ କରି , ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କ ସହିତ…
Read More...

ଜିଆଇ ଟ୍ୟାଗ୍ ପାଇଁ ୯ଟି ସାମଗ୍ରୀର ହେଲା ମୂଲ୍ୟାୟନ

ଭୁବନେଶ୍ବର:ଜିଆଇ ଟ୍ୟାଗ ପାଇଁ ୯ ସାମଗ୍ରୀର ମୂଲ୍ୟାୟନ କରାଯାଇଛି । ଚେନ୍ନାଇରୁ ଏକ ୬ ଜଣିଆ ପ୍ରତିନିଧି ଆସି ଏହି ମୂଲ୍ୟାୟନ କରିଛନ୍ତି । ୯ଟି ସାମଗ୍ରୀ ମଧ୍ୟରେ ୪ଟି ଖାଦ୍ୟଜନିତ ସାମଗ୍ରୀ ରହିଥିବା ବେଳେ ଦୁଇଟି କୃଷିଜାତ ଏବଂ ତିନୋଟି ହସ୍ତତନ୍ତ ସାମଗ୍ରୀ ରହିଛି । ମୟୂରଭଞ୍ଜର ପ୍ରସିଦ୍ଧା…
Read More...

ଏମ୍‌ସ ଏବଂ କ୍ୟାପିଟାଲ ହସ୍ପିଟାଲ୍‌ରେ “ସୋ ଆମ୍ ଆଇ ରେଣ୍ଡରିଂ ଆସିଷ୍ଟାନ୍ସ” ସେବା

ଭୁବନେଶ୍ୱର : ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ୍‌ରେ ଓଡ଼ିଶାର କେତେକ ନାମୀଦାମୀ ଯୋଗ୍ୟ ଡାକ୍ତର ତଥା ଉତ୍କୃଷ୍ଟ ପାରାମେଡ଼ିକାଲ୍ ଦଳ ଅଛନ୍ତି । ଏମ୍‌ସ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ସହିତ ଜଟିଳ ଅସ୍ତ୍ରୋପଚାର କରିବାରେ ସକ୍ଷମ । ଏହା ମଧ୍ୟ ଜଣାଶୁଣା ଯେ ଏମ୍‌ସ ନାମମାତ୍ର ମୂଲ୍ୟରେ ସର୍ବୋତ୍ତମ…
Read More...

ଅଲ୍ ଓଡ଼ିଶା ଯୋଗ ଥେରାପି ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ପଞ୍ଚମ ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ ୨୦୨୨…

ଅଲ୍ ଓଡ଼ିଶା ଯୋଗ ଥେରାପି ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ପଞ୍ଚମ ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ ୨୦୨୨ ପାଳିତ(5th National Naturopathy Day. 2022) ହୋଇଯାଇଅଛି। ସଙ୍ଘଠନ ର ଆବାହକ ଉପସଭାପତି- ଯୋଗାଚାର୍ଯ୍ୟ ଡଃ ଆୟସକାନ୍ତ ଦାଶଙ୍କ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମ…
Read More...