Breaking

ଅଲଗା ହେବେକି ଲଭ୍ ବାର୍ଡ ?

ରହିବାକୁ ଚାହୁନି ଏକାଠି:ଅନୁଭବ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବର୍ଷା- ଅନୁଭବ ହେବେ ଅଲଗା। ବିବାଦ ମଧ୍ୟରେ ପୁଣି ପତ୍ନୀ ବର୍ଷାଙ୍କୁ ନେଇ ସୋସିଆଲ ମିଡିଆରେ କାଉଣ୍ଟର କରିଛନ୍ତି ଅନୁଭବ ମହାନ୍ତି । ଅନୁଭବ ବର୍ଷାଙ୍କ ସହ ଆଉ ରହିବାକୁ ଚାହୁ ନାହାନ୍ତି ବୋଲୀ ସଫା ସଫା ଶୁଣାଇଛନ୍ତି। ଏହି ଜନ୍ମ କି କୋଉ ଜନ୍ମରେ ବି ବର୍ଷାଙ୍କ ସହ ରହିବିନି ବୋଲି ନିଜ ଟୁଇଟର ପେଜରେ ଲେଖିଛନ୍ତି ସାଂସଦ ଅନୁଭବ ମହାନ୍ତି। କେବଳ ସେତିକିରେ ବିବାଦ ତୁଟିନି ମୋତେ ଏବଂ ମୋ ପରିବାର ସଦସ୍ୟଙ୍କୁ ମାରିବାକୁ ବର୍ଷା ଚେଷ୍ଟା କରିଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ସାଂସଦ।

loading...

Leave A Reply

Your email address will not be published.