Breaking

ବାବାଙ୍କ ସଂସାର ପ୍ରୀତି

0

ଭୁବନେଶ୍ବର(ସୁକାନ୍ତ ରାଉତ୍): ବାବାଙ୍କ ସ°ସାର ପ୍ରୀତି ଦେଖାଇଲେ ବୈଦାନତା । ସମୟ ରାତି ତିନିଟା କିଟି କିଟି ଅନ୍ଧାର , ସୂର୍ଯ୍ୟଦୋୟ ପୂର୍ବରୁ ନିତ୍ୟକ୍ରମ ସାରିବାର ନିୟମ ଅଛି ଅଲେଖ ବାବାଙ୍କର ତେଣୁ ବାବା ବାସି କାମ ସାରିବାକୁ ଟ୍ରେନ ଲାଇନ୍ ଆରପଟକୁ ଯିବା ସମୟରେ ଦଖିଲେ ଗୋଟିଏ ଟର୍ଚ୍ଚ ଓ ବ୍ୟାଗଟି ପଡିଛି। ଲାଇନ୍ ରେ ଛିଡ଼ା ହୋଇଥିବା ଟ୍ରେନର ପଛ ଡବା ଉପରେ ଆରାମରେ ସୁଖ ନିଦ୍ରାରେ ବାବୁ ଜଣକ ଶୋଇ ଯାଇଛନ୍ତି। ଟ୍ରେନ ଛାଡିବା ଦେଖି ବାବା ବ୍ୟାଗଟିକୁ ଉଠାଇ ଵାବୁଙ୍କ ଉପରକୁ ଫିଙ୍ଗି ଥିଲେ । ବାବୁ ଧଡପଡ ଉଠିଲା ବେଳକୁ ଟ୍ରେନ ଚାଲିଗଲା । ବାବା ଟର୍ଚ୍ଚ ଟିକୁ ଆଣି ଷ୍ଟେସନ ମାଷ୍ଟର ଙ୍କୁ ଦେଇଥିଲେ । ଘଟଣାଟି ଘଟିଛି ମଞ୍ଚେଶ୍ବର ଷ୍ଟେସନରେ । ସମସ୍ତେ ବାଵାଙ୍କୁ ସାଧୁବାଦ ଜଣାଇବା ସହିତ ରେଳବାଇ କର୍ମଚାରୀଙ୍କ ଖମଖିଆଲି କାମକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

loading...

Leave A Reply

Your email address will not be published.