ଭୁବନେଶ୍ବର:ବିଧାନସଭାର ଶେଷ ଦିନ। ଏକ ସ୍ମରଣୀୟ ମୁହୂର୍ତ। ରାଜନିତିକ ମନମାଳିନକୁ ପଛରେ ପକାଇ ସମସ୍ତଙ୍କୁ ଦେଖିବାକୁ ମିଳିଥିଲା ଗୋଟିଏ ଫ୍ରେମରେ। ଗୃହ ଭିତରେ ଥିବା ମତଭେଦକୁ ପଛରେ ପକାଇ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇଥିଲେ ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଥମ ଧାଡିରେ ଦେଖିବାକୁ ମିଳିଥିଲା ବାଚସ୍ପତି, ଉପବାଚସ୍ପତି, ବିରୋଧୀ ଦଳ ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀ, ଉଭୟ ଶାସକ ଓ ବିରୋଧୀ ଦଳର ମୁଖ୍ୟ ସଚେତକ ଓ ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟଙ୍କୁ । ସମସ୍ତ ସଦସ୍ୟଙ୍କ ପାଇଁ ଏହା ଥିଲା ବେଶ୍ ସ୍ମରଣୀୟ ମୂହୁର୍ତ।ଏହି ଐତିହାସିକ ମୁହୂର୍ତକୁ ତୋଳି ଧରିଥିଲା କ୍ୟାମେରା ।କିଛି ସଦସ୍ୟ ଭାବ ବିହୋଳ ମଧ୍ୟ ହୋଇଯାଇଥିଲେ। ଆଗକୁ ରାଜ୍ୟ ବିଧାନସଭା ରଣ। ଗୃହରେ ହୋଇପାରେ ପରିବର୍ତ୍ତନ।ନୂଆ ମୁହଁ ଆସିପାରନ୍ତି ପୁରୁଣା ଯଇପାରନ୍ତି।ତେଣୁ ସମସ୍ତେ ଚାହିଥିଲେ ସ୍ମୁତିକୁ ସଜାଇ ରଖିବାକୁ।
Breaking
ଭିଏସ୍ଏସ୍ ନଗର ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ୨୯ରେ ମୁକ୍ତି ଲାଭ କରିବ ଚଳଚିତ୍ର “ସପନଟିଏ-ଏ ଡ଼୍ରିମ୍”ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର ‘ପୁରସ୍କାର ବିତରଣ ଉତ୍ସବReliance Digital unveils its newly launched store in Bapuji Nagar, Bhubaneswar.Utkal Builders Limited, Bhubaneswar conferred with prestigious Times Business Awards “Trusted Developer of the Year”