ଭୁବନେଶ୍ବର:ନିକଟରେ ପପୁଙ୍କ ମୃତ୍ୟୁ ହୋଇଥିବା ଏକ ଅପପ୍ରଚାର ସୋସିଆଲ ମିଡିଆରେ ଘୁରି ବୁଲୁଛି, ତେବେ ମିଛ ଖବରକୁ ବିଶ୍ୱାସ ନ କରିବା ପାଇଁ ପପୁ ଏକ ଭିଡିଓ ଜାରି କରି କହିଛନ୍ତି । ଏହା ସହିତ ସେ କହିଛନ୍ତିଯେ,ମୋ ନାଁରେ ଯେତେ କହିବେ ମୋର ଆୟୁଷ ସେତେ ବୃଦ୍ଧି ହେବ । ତେବେ ସମସ୍ତ ଗୁଜବରେ ଏକ ପୂର୍ଣ୍ଣଛେଦ ପକାଇଛନ୍ତି କମେଡ଼ି କିଙ୍ଗ ପପୁ ପମ୍ପମ୍ ।
ନିଜର ମୃତ୍ୟୁ ଖବର ବୁଲୁଥିବା ଶୁଣିବା ପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ଓଲିଉଡ଼ ଷ୍ଟାର ପପୁ ପମ୍ପମ୍ । ସେ କହିଛନ୍ତି, ମୁଁ ନିୟମିତ ଚେକିଂ ପାଇଁ ଦିଲ୍ଲୀ ଏମ୍ସକୁ ଯାଇଥିଲି । ମୁଁ ମରି ନାହିଁ । ଆପଣଙ୍କ ସହ ଥିଲି, ଅଛି ଏବଂ ରହିବି । ଏହା ତିନି ମାସ ପୂର୍ବରୁ ମଧ୍ୟ ପପୁଙ୍କ ମାରିବା ଖବର ଭାଇରାଲ ହୋଇଥିଲା। ଏପରି ଅପପ୍ରଚାର ବାରମ୍ବାର କରୁଥିବା ବ୍ଯକ୍ତିଙ୍କୁ ପପୁଙ୍କ ପ୍ରଶଂସକ କହିଛନ୍ତି ଏଭଳି ମରିବା ଖବର ଭାଇରାଲ କରିବା ଦ୍ବାରା ପପୁଙ୍କର କିଛି ହେଉନାହିଁ ବରଂ ସେ ଦୀର୍ଘାୟୁ ହେଉଛନ୍ତି।
Breaking
ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫ ଗ୍ରାଣ୍ଡ ଫାଇନାଲInternational Yoga Day is celebrated by the Bharatiya Yoga SansathanFrom Cities to Heartlands: Samsung Solve for Tomorrow Sparks Innovation in Bihar and JharkhandUtkal Builders Celebrates 35 Glorious Years with the Utkal Grand Property Sale CarnivalMeet the Next Chapter of Ultra