Breaking

ସାବଧାନ ସକାଳ ବ୍ରେକଫାଷ୍ଟରେ ଏଭଳି ଖାଦ୍ୟ ଖାଉଥିଲେ ରୋଗରେ ପଡ଼ିପାରନ୍ତି !

0

ସମସ୍ତ ଡାକ୍ତରମାନେ କହିଥାନ୍ତି ସକାଳର ଖାଦ୍ୟ ଠିକ ସମୟରେ ଖାଇବା କଥା ଓ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ନଚେତ ଅଧକାଂଶ ପରିମାଣରେ ଦେହ ଖରାପ ହୋଇଥାଏ । ତେଣୁ ଆମ ଶରୀର ପାଇଁ ସକାଳ ବ୍ରେକଫାଷ୍ଟ ନିତ୍ୟନ୍ତ ଜରୁରୀ । ସକାଳେ ଆପଣ ଯଦି ତେଲ ଜିନିଷ, ଚାହା ଓ କଫି, ସହ ଖାଉଥିଲେ ସାବଧାନ ହୋଇଯାଆନ୍ତୁ ଆପଣ ରୋଗରେ ପଡ଼ିପାରନ୍ତି । ତେବେ ଜାଣନ୍ତୁ କେଉଁ ପ୍ରକାର ଖାଦ୍ୟ ଖାଇବା ଉଚିତ ନୁହେଁ ।
ପ୍ରାୟତଃ ସମସ୍ତିଙ୍କ ଘରେ ପୁରୀ, ଉପମା, ତରକାରୀ, ପକଡ଼ି, ସିଙ୍ଗଡ଼ା, ବରା, ଦୋଷା, ମିଠା, ପରଠା, ଚାଓମିନ ଏହିପରି ସବୁ ଖାଦ୍ୟ ହୋଇଥାଏ । କିନ୍ତୁ ବ୍ରେକଫାଷ୍ଟରେ ଏପରି ଖାଦ୍ୟ ଖାଇବା ଉଚିତ ନୁହେଁ । ଏଥିରେ ପେଟ ପୁରିଯାଇଥାଏ କିନ୍ତୁ ଶରୀର ଅସୁସ୍ଥ ହୋଇଯାଇଥାଏ ।
ସକାଳୁ ଉଠି ରୁଟି, ବ୍ରେଡ଼, ସନ୍ତୁଳା, ଜୁସ, ଅଣ୍ଡା ସିଝା ଖାଇବା ଦ୍ୱାରା ଆମ ଦେହ ଭଲ ରହିଥାଏ । ଏଥିରୁ ଭରପୁର ପ୍ରୋଟିନ ମଧ୍ୟ ମିଳିଥାଏ । ଖୀର ମଧ୍ୟ ପିଇଲେ ବହୁତ ଭଲ ହୋଇଥାଏ ।

loading...

Leave A Reply

Your email address will not be published.