Breaking

ରଙ୍ଗ୍‌ ନମ୍ବରରୁ ଆସୁଛି ଧମକପୂର୍ଣ୍ଣ ଫୋନ୍‌ କଲ୍‌, ପୁଲିସ୍‌ରେ ଅଭିଯୋଗ କଲେ ଉଦିତ ନାରାୟଣ

0

ମୁମ୍ବାଇ: ବଲିଉଡର ପ୍ରଖାତ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌। ଗତ ୧ ମାସ ହେବ ତାଙ୍କୁ ଏକ ରଙ୍ଗ୍‌ ନମ୍ବରକୁ କେହି ଫୋନ୍‌ କରି ଧମକ ଦେଉଥିବା ସେ ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ମୁମ୍ବାଇରେ ଥିବା ଅମ୍ବୋଲି ପୁଲିସ୍‌ ଷ୍ଟେସନ୍‌ରେ ଉଦିତ ନାରାୟଣ ଅଭିଯୋଗ ଆଣିଛନ୍ତି। ପୁଲିସ୍‌ ଏହି ମାମଲାକୁ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ୍‌ର ଆଣ୍ଟି ଏକ୍ସଟୋର୍ସନ ସେସଲ୍‌(ଏଇସି)କୁ ହସ୍ତାନ୍ତର କରାଇଥିବା ଜାଣିବାକୁ ମିଳିଛି।

loading...

Leave A Reply

Your email address will not be published.