Breaking

ନବଜାତ ଶିଶୁଙ୍କୁ ଶୁଆଉଛନ୍ତି କି ମା’ବାପାଙ୍କ ମଝିରେ,ଜାଣନ୍ତୁ କ’ଣ ହୋଇଥାଏ ସମସ୍ୟା

0

ନବଜାତ ଶିଶୁଙ୍କୁ କେହି କେବେ ଏକୁଟିଆ ଛାଡି ନଥା’ନ୍ତି। ମା’ ମାନଙ୍କ ନଜର ସେମାନଙ୍କ ଉପରେ ସବୁ ସମୟରେ ରହିଥାଏ। ତେବେ ରାତିରେ ମଧ୍ୟ ମା’ କିମ୍ବା ବାପା ଶିଶୁ ପାଖରେ ଶୋଇଥାନ୍ତି। ତେବେ ଭାରତୀୟ ପରିବାରରେ ଏହା ଏକ ସାଧାରଣ କଥା, ଯାହା ନିୟମିତ ହୋଇଥାଏ। ତେବେ ଆପଣ କ’ଣ ଜାଣନ୍ତି କି ନବଜାତ ଶିଶୁଙ୍କ ପାଖେ ଶୋଇବା ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ।
ତେବେ ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଶିଶୁଙ୍କୁ ନିଜ ସହିତ ଶୁଆଉଥିବା ମହିଳାଙ୍କର ମନ ବିଷାଦଗ୍ରସ୍ତ ଥାଏ, ସେଥିପାଇଁ ଶିଶୁଙ୍କ ନିଦରେ ସମସ୍ୟା ଉପୁଜିଥାଏ।

ଆମେରିକାରେ ଅଧିକ ଥଣ୍ଡା ହେଉଥିବାରୁ ସେମାନଙ୍କୁ କମ୍ବଳ ଘୋଡାଯାଇ ଥାଏ। ରାତିରେ ମା’ ନିଦରେ ଶିଶୁ ଉପରେ କମ୍ବଳ ଘୋଡାଇ ଶ୍ୱାସରୁଦ୍ଧ କରିଦିଅନ୍ତି।

ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ୪ରୁ ୫ ମାସ ଶିଶୁଙ୍କୁ ମା’ ବାପାଙ୍କ ମଝିରେ ଶୁଆଇବା ଉଚିତ ନୁହେଁ।

loading...

Leave A Reply

Your email address will not be published.