Breaking

ଜାତୀୟ ରାଜପଥ ଡିଭାଇଡର ଡେଇଁଲା ବାଘ, ଦେଖନ୍ତୁ ଭିଡିଓ

0

ନୂଆଦିଲ୍ଲୀ: ଗୋଟିଏ ଜଙ୍ଗଲୀ ବାଘ ଜାତୀୟ ରାଜପଥ ଅତିକ୍ରମ କରିବା ଓ ଡିଭାଇଡର ଡେଇଁବା ବେଳର ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଧ୍ୟପ୍ରଦେଶର ପେଞ୍ଚ ଅଭୟାରଣ୍ୟ ନିକଟରେ ଥିବା ଜାତୀୟ ରାଜପଥ ୭କୁ ଗୋଟିଏ ବାଘ ଅତିକ୍ରମ କରିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ଚୋରବାହୁଲୀ ନିକଟରେ ଏହି ଶୁଟିଂ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାଘଟି ଜାତୀୟ ରାଜପଥ ଅତିକ୍ରମ କରିବା ପାଇଁ ଢେର ସମୟ ଧରି ଅପେକ୍ଷା କରିଥିଲା। ଉପଯୁକ୍ତ ସୁଯୋଗ ପାଇବା ପରେ ଯାଇ ଡିବାଇଡର୍ର ଡେଇଁ ରାସ୍ତା ଆରପଟକୁ ଯାଇଥିଲା

loading...

Leave A Reply

Your email address will not be published.