Breaking

ଦ୍ବିତୀୟ ମୁଣ୍ଡ ନେଲା କରୋନା

ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ ରେ ପହଞ୍ଚିଲା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ :

ରାଜ୍ୟରେ କୋରନାେ ଦ୍ବିତୀୟ ମୃତ୍ୟୁ।ପୂର୍ବରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଏବେ ଆଉ ଜଣେ ମୃତ୍ୟୁ ବରଣ କରିଛନ୍ତି।ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କହାଯାଇଛି। ରାଜ୍ୟରଆ ଆକ୍ରାନ୍ତଙ୍କ ସଂଖ୍ୟା ଘୁ ଘୁ ହୋଇ ବଢିବା ନିଶ୍ଚିତ ରୂପେ ଚିନ୍ତାଜନକ ବିଷୟ।

loading...

Leave A Reply

Your email address will not be published.