Breaking
Browsing Category

ରାଜ୍ୟ

ଶଙ୍ଖ ଧରିଲେ ମୀରା ପରିଡା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଘୋଷଣା ହେବାର କିଛି ଦିନପରେ ଗତ ୪ ଦିନ ଧରି ଲଗାତର ଭାବେ ନବୀନ ନିବାସ ଆଗରେ ଦେଖିବାକୁ ମିଳୁଛି ଭିଡ । ଶହ ଶହ ନେତାଙ୍କ ସହ କର୍ମୀଙ୍କ ଭିଡ ଦେଖିବାକୁ ମିଳୁଛି ନବୀନ ନିବାସ ଆଗରେ ।ଆଜି ବିଜେଡିରେ ସାମିଲ ହୋଇଛନ୍ତି ମୀରା ପରିଡା । ଆଜି ନବୀନ ନିବାସରେ…
Read More...

ରଣକ୍ଷେତ୍ର ବଦଳାଇବେ ବିଜେଡି ଦଳପତି

ଭୂବନେଶ୍ବର:ନିଜ ସ୍ବଛ ଭାବମୂର୍ତିକୁ ନେଇ ସବୁବେଳେ ଚର୍ଚାରେ ଥିବା ନବୀନ କରିଛନ୍ତି ରାଜନିତିକ ଗୋଟିଚାଳନା । ନବୀନ ନିଜ ନିର୍ବାଚନ ଆସନ ବଦଳାଇବା ନେଇ ଇଙ୍ଗିତ ଦେଇଛନ୍ତି । ପଶ୍ଚିମ ଓଡ଼ିଶା ନେତା, ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ମାନେ ମୋତେ ଅନୁରୋଧ କରିଛନ୍ତି ବୋଲି କହିଛନ୍ତି ନବୀନ…
Read More...

ବିଜେଡିରୁ ଇସ୍ତଫା ଦେଲେ ପ୍ରିତିନନ୍ଦା

ଭୁବନେଶ୍ୱର:ବରିଷ୍ଠ ନେତା ଡ଼ାକ୍ତର ଦାମୋଦର ରାଉତ ବିଜେପିରେ ଯୋଗଦେବା ପରେ ସକ୍ରୀୟ ରାଜନୀତିରେ ଥିବା ତାଙ୍କ ଝିଅ ପ୍ରିତିନନ୍ଦା ରାଉତରାୟ ବିଜେଡ଼ିରୁ ଇସ୍ତଫା ପ୍ରଦାନ କରିଛନ୍ତିି । ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ସେ ଦଳ ଛାଡ଼ିଥିବା ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି । ଦାମଙ୍କ ବଡ଼ଝିଅ…
Read More...

ହାତ ଛାଡ଼ିଦେଲେ ପ୍ରକାଶ

ଭୂବନେଶ୍ବର:କଂଗ୍ରେସକୁ ବାଏ ବାଏ କରିଛନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା । କଂଗ୍ରେସର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେବା ସହ କଂଗ୍ରେସ ସହ ୨୦ ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି ପ୍ରକାଶ ବେହେରା । ପ୍ରକାଶ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇ ଏହା ସ୍ପଷ୍ଟ…
Read More...

ନିର୍ବାଚନ କଣ୍ଟ୍ରୋଲ ପାଈ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଭୁବନେଶ୍ବର:ନିର୍ବାଚନ ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସମସ୍ତ ରାଜନିତିକ ଦଳ ରହିବେ ନିର୍ବାଚନ ଆୟୋଗଙ୍କ ସ୍କାନରରେ। ଏହାକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା କରାଯାଇଛି।୨୦୧୯ ସାଧାରଣ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହି କଣ୍ଟ୍ରୋଲ ରୁମ୍…
Read More...

ବିଜେବି କଲେଜ ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ୱଚ୍ଛତା ଅଭିଯାନ

ଭୁବନେଶ୍ୱର:ଓଡିଶାର ପୁରାତନ ଶିକ୍ଷା ଅନୁଷ୍ଠାନ ମାନଙ୍କ ମଧ୍ୟରେ ବକ୍ସି ଜଗବନ୍ଧୁ ସ୍ୱୟଂ ଶାସିତ ମହାବିଦ୍ୟାଳୟ।ଏହାର ଛାତ୍ରଛାତ୍ରୀ ମାନେ ପାଠ ପଢ଼ାରେ ଯେପରି ପାରଦର୍ଶିତା ଦେଖାଇଥାନ୍ତି ସେହିପରି ଭାବେ ସାମାଜିକ ସୁରକ୍ଷା ଉପରେ ମଧ୍ୟ କାର୍ଯ୍ୟ କରି ଆସିଛନ୍ତି। ସାରାଦେଶରେ ପରିବେଶ…
Read More...

ସମସ୍ତ କଳ୍ପନାର ଅନ୍ତ ଘଟିଲା : ପଦ୍ମ ଧରିଲେ ଦାମ ରାଉତ

ଭୁବନେଶ୍ଵର:ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପଦ୍ମ ଧରିଛନ୍ତି ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଦାମୋଦର ରାଉତ । ଗେରୁଆ ରଙ୍ଗରେ ରଙ୍ଗୀନ ହେଲେ ଦାମ । ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…
Read More...

କଟକଣା ଲଗାଇଲା କମିସନରେଟ ପୋଲିସ

ଭୁବନେଶ୍ବର :ନିର୍ବାଚନ ପାଇ ଚାଲିଛି ସଜବାଜ । ଦଳୀୟ କାର୍ଯ୍ୟାଳୟରେ ପ୍ରାର୍ଥିଙ୍କ ଲମ୍ବାଲାଇନ୍ । ଭୋଟରଙ୍କ ମନ ଜିଣିବା ପାଇ ଆଗକୁ ପ୍ରାର୍ଥୀମାନେ କରିବେ ରୋଡ଼ସୋ ଓ ଘନଘନ ସଭା। ନିର୍ବାଚନକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ଆଡ଼ଭାଇଜରି ଜାରି କରାଯାଇଛି। ନିର୍ବାଚନ ପର୍ଯ୍ୟନ୍ତ ବିଭିନ୍ନ…
Read More...

ବିଜେଡିରେ ଯୋଗଦେଲେ ସୁଷମା

ଭୂବନେଶ୍ବର :ପଦ୍ମ ଛାଡି ଶଙ୍ଖ ଧରିଲେ ସୁଷମା। ସୁଷମା ଭାରତୀୟ ଜନତା ପାର୍ଟିର ମହିଳା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଥିଲେ। ଗତ ନିର୍ବାଚନରେ ସେ ବିଜେପିର ବିଧାୟକ ପାଇଁ ନିଳଗିରିରୁ ଲଢିବା ସହ ୪୯ହଜାରରୁ ଅଧିକ ଭୋଟ ମଧ୍ୟ ପାଇଥିଲେ। କିନ୍ତୁ ସାପ୍ରତିକ ସ୍ଥିତିରେ ନିର୍ବାଚନ ମଣ୍ଡଳିରେ…
Read More...