Breaking

ଉଦ୍ଘାଟିତ ହେଲା ଅଲ ଓଡିଶା ଯୋଗ ଆସୋସିଏସନର(AOYA) ର ନୂତନ କାର୍ଯ୍ୟାଳୟ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କଟକ ଜିଲ୍ଲାର ବିଜୁ ପଟ୍ଟନାୟକ ଛକ ନିକଟରେ ଚଳିତ ମାସ ୨୫ତାରିଖ ରବିବାର ଦିନ ଅଲ ଓଡିଶା ଯୋଗ ଆସୋସିଏସନର(AOYA) ନୂତନ ମୁଖ୍ୟ କାର୍ଯ୍ୟାଳୟ ଉଦଘାଟନ ସମାରହ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଅଲ ଓଡିଶା ଯୋଗ ଆସୋସିଏସନ ସାଧାରଣ ସମ୍ପାଦକ ଆଦିତ୍ୟ କୁମାର ଜେନା, ରାଜ୍ୟ ସଂଯୋଜକ ଅୟସକାନ୍ତ ଦାସ ,ସ୍ୱାମୀ ସନ୍ତାନଆନନ୍ଦଜି ସରସ୍ୱତୀ,ଅଫିସିଆଲ ଭାବେ ମନୋଜ କୁମାର ମୁଖାର୍ଜୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।ସରକାରଙ୍କ କୋଭିଡ ନିୟମକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷାକରି ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ସାଧାରଣ ସମ୍ପାଦକ ଆଦିତ୍ୟ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଯୋଗ ସଂଯୋଜକ ଓ ସମସ୍ତ ଜିଲ୍ଲା ସଂଯୋଯକ ସାମିଲ ହୋଇ ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

loading...

Leave A Reply

Your email address will not be published.