Breaking
Browsing Category

ରାଜ୍ୟ

ଆଶାକର୍ମୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି ! ସହାୟତା ରାଶି ସହ ମିଳିବ ଅନ୍ୟାନ୍ୟ ସୁବିଧା

ଭୁବନେଶ୍ୱର:ରାଜ୍ୟରେ କାର୍ଯ୍ୟ କରୁଥିବା ଆଶାକର୍ମୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଆଣିଦେଇଛନ୍ତି । କାର୍ୟ୍ୟରତ ଆଶାକର୍ମୀଙ୍କ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ।ଛତା, ସାଇକେଲ, ଟର୍ଚ୍ଚ ଓ ଜୋତା ପାଇଁ ଆଶାକର୍ମୀଙ୍କୁ ଅର୍ଥ ପ୍ରଦାନ କରାଯିବ । ଏହା ସହିତ ଅବ୍ୟାହତି ରାଶିକୁ…
Read More...

ଅନନ୍ତ ବାସୁଦେବ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ରୋଷଘରର ୨୦ରୁ ଅଧିକ ବଖରା ପୋଡି ପାଉଁଶ ହୋଇଯାଇଛି। ମନ୍ଦିରର ରୋଷଘରେ ହଠାତ୍ ନିଆଁ ଲାଗି ଯାଇଥିଲା। ପରେ ଚାହୁଁ ଚାହୁଁ ଚାରିଆଡେ ବ୍ୟାପି ଯାଇଥିଲା। ରୋଷଘର…
Read More...

ଶିକ୍ଷା ବଂଚାଅ-ଦେଶ ବଂଚାଅ ଦାବିରେ ଯୁବଛାତ୍ର ପକ୍ଷରୁ ପ୍ରତିବାଦ ସଭା

ଭୁବନେଶ୍ୱର:ଭାରତର ଉଚ୍ଚ ଶିକ୍ଷାର ଗୁଣ ଓ ମାନର ବିକାଶ ପାଇଁ ଉଚ୍ଚ ଶିକ୍ଷାରେ ଅନୁସନ୍ଧାନ ଓ ପରୀକ୍ଷଣକୁ ପ୍ରୋତ୍ସାହନ ଦେବାପାଇଁ ରାଜନୈତିକ ଅଙ୍କୁଶ ମୁକ୍ତ ସ୍ୱୟଂଶାସିତ ଉଚ୍ଚ ଶିକ୍ଷା ମଂଜୁରୀ ବ୍ୟବସ୍ଥା ପ୍ରଣୟନ ପାଇଁ "ବିଶ୍ୱ ବିଦ୍ୟାଳୟ ମଂଜୁରୀ କମିଶନ"ୟୁଜିସି ଗଠନ କରାଯାଇଥିଲା।କିନ୍ତୁ…
Read More...

ଗଞ୍ଜାମ ପୋଲିସର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଆହତ

ବେଗୁନିଆପଡ଼ା/ଖଲିକୋଟ: ଗଞ୍ଜାମ ଜିଲା ଖଲ୍ଲିକୋଟ ପୁସ୍ତପୁର ନିକଟରେ ବୁଧବାର ଭୋରରେ ଗଞ୍ଜାମ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଦାସ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ଖଲ୍ଲିକୋଟ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର…
Read More...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜେଡି

ଭୁବନେଶ୍ୱର: ରାତି ପାହିଲେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ଏଥି ପାଇଁ ଏନ୍‌ଡିଏ ଓ ୟୁପିଏ ମଧ୍ୟରେ ଅଙ୍କ କଷା ଚାଲିଛି। ଏହାରି ମଧ୍ୟରେ ବୁଧବାର ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ତାଙ୍କର ଦଳ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ…
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁକେଶ ଅମ୍ବାନି

ଭୁବନେଶ୍ୱର:ଓଡ଼ିଶାକୁ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ମୁମ୍ବାଇରେ ରୋଡ ଶୋ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଶର ବିଶିଷ୍ଟ ଶିଳ୍ପପତିମାନଙ୍କୁ ଭେଟିବା ସହ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ତଥା…
Read More...

ରାଜଧାନୀରେ ନକଲି ମଦ କାରଖାନା ଠାବ ! ଅଭିଯୁକ୍ତ ମାଲିକ ଗିରଫ

ଭୁବନେଶ୍ୱର:ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରେ ନକଲି ମଦ କାରଖାନା ଠାବ ହୋଇଛି। କ୍ୟୁଏଟି ଓ ଖାରବେଳ ନଗର ପୋଲିସର ମିଳିତ ଚଢାଉରେ ଏହି ମଦ କାରଖାନାକୁ ଠାବ କରାଯାଇପାରିଛି । ସେଠାରୁ ୫୦୦ ଲିଟରରରୁ ଅଧିକ ନକଲି ମଦ, ମଦ ତିଆରିରେ ବ୍ୟବହୃତ ଦ୍ରବ୍ୟ, ଠିପି ଓ ପ୍ୟାକିଂ ମେସିନ ଜବତ କରାଯାଇଛି। ଏକ…
Read More...

ଆସନ୍ତା ୨୧ରେ ଉଦ୍‌ଘାଟନ ହୋଇପାରେ ଝାରସୁଗୁଡ଼ା ବିମାନବନ୍ଦର

ଝାରସୁଗୁଡ଼ା: ଆସନ୍ତା ୨୧ତାରିଖରେ ଉଦ୍‌ଘାଟନ ହୋଇପାରେ ବହୁପ୍ରତୀକ୍ଷିତ ଝାରସୁଗୁଡ଼ା ବିମାନବନ୍ଦର। ଅଗଷ୍ଟ ୨୧ରେ ଏହାର ଉଦ୍‌ଘାଟନ ହେବାର ସମ୍ଭାବନା ଥିବା ଏୟାରପୋର୍ଟ ନିର୍ଦ୍ଦେଶକ ଏସ୍.କେ ଚୌହାନ ସୂଚନା ଦେଇଛନ୍ତି। ତେବେ ଏନେଇ ସେ କୌଣସି ବିଧିବଦ୍ଧ ଚିଠି ପାଇନଥିବା ମଧ୍ୟ ସ୍ପଷ୍ଟ…
Read More...

ଆଜିଠୁ ବଢ଼ିଲା କୋଣାର୍କ ସୂର୍ଯ୍ୟମନ୍ଦିରରେ ପ୍ରବେଶ ଶୁଳ୍କ

କୋଣାର୍କ: କୋଣାର୍କ ସୂର୍ଯ୍ୟମନ୍ଦିରର ପ୍ରବେଶ ଶୁଳ୍କ ବୃଦ୍ଧିକୁ ନେଇ ପ୍ରତିବାଦ। ହୋଇଛି। ଆଜିଠାରୁ ସାଧାରଣ ଦର୍ଶକଙ୍କ ଲାଗି ଏଣ୍ଟ୍ରି ଫି ୩୦ରୁ ୪୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ବିଦେଶୀମାନଙ୍କ ଲାଗି ପ୍ରବେଶ ଶୁଳ୍କ ୫ ଶହରୁ ବୃଦ୍ଧି କରାଯାଇ ୬ଶହ ଟଙ୍କା କରାଯାଇଛି। ବର୍ଦ୍ଧିତ…
Read More...

କଟକର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଅରବିନ୍ଦ ଅଗ୍ରୱାଲ

କଟକ : ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅରବିନ୍ଦ ଅଗ୍ରୱାଲ । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚିବା ପରେ କର୍ମଚାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ପୂର୍ବତନ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ରଙ୍କ ଠାରୁ ଅରବିନ୍ଦ ଅଗ୍ରୱାଲ ଦାୟିତ୍ୱ ନେଇଛନ୍ତି । ଏହାପରେ ସେ କହିଛନ୍ତି…
Read More...