ଭୁବନେଶ୍ୱର : ଜାକର୍ତ୍ତା ଏସିଅାନ୍ ଗେମ୍ସରେ ଚମକିବା ପରେ ଓଡ଼ିଶା ଫେରିଛନ୍ତି ଦୂତୀ ଚାନ୍ଦ୍। ଦୂତୀ ଅାଜି ଓଡ଼ିଶା ଫେରିବା ପରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ୩ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି ।ଦୂତିଙ୍କ ପ୍ରଶିକ୍ଷକ ଏନ୍ ରମେଶଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ଉଭୟଙ୍କୁ ସଫଳତାର ଶୁଭକାମନା ଜଣାଇଛନ୍ତି। ଆଜି ଆନ୍ତର୍ଜାତୀୟ ବିଜୁ ପଟ୍ଟନାକ ବିମାନ ବନ୍ଦରରେ ପହଞ୍ଚିବା ପରେ ଦୂତିଙ୍କୁ ତାଙ୍କ ଫ୍ୟାନ ଓ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଶୁଭେଚ୍ଛା ଜଣାଇଥିଲେ। ତେବେ ଭୁବନେଶ୍ୱରରେ ପହଞ୍ଚିବା ପରେ ଦୂତି ନିଜର ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ଲକି ବୋଲି କହିଛନ୍ତି ଦୂତି । ଏହାସହ ଓଡିଶାବାସୀଙ୍କ ଭଲ ପାଇବା ଯୋଗୁଁ ସେ ୨ଟି ପଦକ ଜିତିବାରେ ସଫଳ ହୋଇଛନ୍ତି ।
Breaking
ମେଘାଳୟରେ ବୁଦ୍ଧିମାନ ସିଷ୍ଟମ୍ ଏବଂ ମେସିନ୍ ଶିକ୍ଷଣ ଉପରେ ୫ମ ଅନ୍ତର୍ଜାତୀୟ ସମ୍ମିଳନୀSmarter Wearables: Google Gemini Is Coming to Samsung Galaxy Watch and BudsCompany Secretaries Organized Second State Level ConferenceFrench style comes to Odisha: Celio opens its first ever store in Utkal Kanika GaleriaGood Mental Health of Citizens an Essential Part of Viksit Bharat, says Pravati Parida, Deputy CM at ‘Illness To Wellness’ Summit