ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:
କରୋନା ମହାମାରୀରେ ସାରା ବିଶ୍ବ ସ୍ତବ୍ଧ ଓ ସାରା ମାନବ ସମାଜ ନିଶହାୟ। ଏ ଦେଶର ଦୁଖଃ ସମସ୍ୟା ଆର୍ଥିକ ବ୍ୟବସ୍ଥାକୁ ହଲେଇ ଦେଇଥିବାବେଳେ ଏହି ସମୟରେ ଗରୀବ ନିମ୍ନ ଶ୍ରେଣିର ଲୋକମାନେ ଅସୁବିଧା ଅନାଟନରେ ସମୟ ବିତାଉଛନ୍ତି । ନା ହାତରେ ଟଙ୍କା ଅଛି ନା କର୍ମ କରିବାକୁ କିଛି ବାଟ । ଏହି ସବୁ ଆଖି ନଜରରେ ରଖି ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ (ବାପୁ ଭାଇ)ଙ୍କ ନିର୍ଦ୍ଦେଶରେ ବିଭିନ୍ନ ସ୍ଥାନରେ ଶୁଖିଲା ଖାଦ୍ୟ ବଣ୍ଟନ କରlଯାଇଛି। ବର୍ତ୍ତମାନ ସମୟରେ ଓ୍ବାର୍ଡ ନମ୍ବର ୧୭ ର ପଥରବନ୍ଧ ସ୍ଥିତ ମଝିସାହି ସାନ୍ତାଳ ସାହି ରେ ବାପୁ ଭାଇ ଙ୍କ ନିର୍ଦେଶରେ ଶୁଖିଲା ଖାଦ୍ୟ ସହ ସାନିଟାଇଜର୍ , ସାବୁନ୍, ମାକ୍ସ ମଧ୍ୟ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ଜିଲ୍ଲା କମିଟି ସମ୍ପାଦକ ଭୋଳା ନାଥ ମହାରଣା ନେତୃତ୍ବରେ , ଓ୍ବାର୍ଡ ସଭାପତି ବାଦଲ ଦାସ୍, ମହିଳା ସଂଘ ର ଦ୍ରୌପଦୀ ଦେବୀ, ସୁନାମଣି ଦାସ, ଭାରତୀ ରେଡ୍ଡୀ, ନସୀମ୍ ବାନୁ, କବିତା ମହାନ୍ତି ଯୁବକ ସଂଗ ର ବ୍ୟକ୍ତି ସହଯୋଗ ର ହାତ ବଢାଇଥିଲେ।
Breaking
Kinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲ