Breaking

ନୀଳାଦ୍ରି ବିହାର ଯୁବ ଓ ସାସ୍କୃତିକ ସଙ୍ଘ ପକ୍ଷରୁ କେରଳ ବନ୍ୟା ପୀଡିତଙ୍କୁ ସହାୟତା

0

ଭୁବନେଶ୍ୱର:ଓଡ଼ିଶାର ଅନ୍ଯତମ ସାମାଜିକ ଓ ସାସ୍କୃତିକ ଅନୁଷ୍ଠାନ ନୀଳାଦ୍ରି ବିହାର ଯୁବ ଓ ସାସ୍କୃତିକ ସଙ୍ଘ ପକ୍ଷରୁ କେରଳ ବନ୍ୟା ପିଡୀତଙ୍କ ପାଇଁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ସଙ୍ଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସମ୍ପାଦକ ବିଶ୍ବଜିତ ପଟ୍ଟନାୟକ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଅର୍ଥ ପ୍ରଦାନ କରିଥିଲେ ।ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.