Breaking

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ମୟୁରଭଞ୍ଜ:ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି । ଆଜିଠାରୁ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ବଣଭୋଜି କରି ମଧ୍ୟ ଆନନ୍ଦ ଉଠାଇପାରିବେ ।ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ ପାଇଁ ବାରିପଦାର ପିଠାବଟା ଓ ଯଶିପୁର କାଣିଆଣ ବୁକିଂ କାଉଣ୍ଟରରେ…
Read More...

ଆଜିଠାରୁ ପ୍ଲାଷ୍ଟିକ୍‌ ବ୍ୟବହାର ମନା : ପଲିଥିନ୍ ବ୍ୟାନ୍‌କୁ ନ ମାନିଲେ ଗଣିବେ ଜରିମାନା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ୬ଟି ସହରରେ ପଲିଥିନ୍ ବ୍ୟାନ୍ କଡ଼ାକଡ଼ି ହେବ। ଏଥିସହ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ। ୫୦ ମାଇକ୍ରୋନ୍‌ରୁ କମ୍ ପତଳା ପଲିଥିନ୍ ବ୍ୟବହାର ନ କରିବାକୁ କୁହାଯାଇଛି।ଯେଉଁମାନେ ପଲିଥିନ୍ ଷ୍ଟକ୍ ରଖିଛନ୍ତି ସେଠାରେ ପରିବେଶ ବିଭାଗ, ନଗର ଉନ୍ନୟନ…
Read More...

ବାସ୍ତବରେ କ’ଣ ପ୍ରେମ କଲେ ଓଜନ ବଢିଥାଏ,ଜାଣନ୍ତୁ କ’ଣ କହେ ଷ୍ଟ !

ପ୍ରେମ ଏକ ପବିତ୍ର ସଂପର୍କ,ଯାହାକୁ କେବଳ ଅନୁଭବ କରାଯାଇପାରେ । କିନ୍ତୁ କ’ଣ ଆପଣ ଜାଣନ୍ତି କି ପ୍ରେମ କଲେ ଓଜନ ବୃଦ୍ଧି ହୋଇଥାଏ । ଆଜ୍ଞା ହଁ ଏହା ଆମେ କହୁନାହୁଁ ବରଂ ଏହା ଷ୍ଟଡିରେ ଉଲ୍ଲେଖ ହୋଇଛି । ଅଷ୍ଟ୍ରେଲିଆର ସେଂଟ୍ରାଲ କ୍ୱିଲ୍ୟାଣ୍ଡ ୟୁନିଭର୍ସିଟିର ଏକ ଷ୍ଟଡି ଅନୁସାରେ…
Read More...

ସାମ୍ନାକୁ ଆସିଲା ଗତକାଲି ନକ୍ସଲଙ୍କ ଆକ୍ରମଣ ହମ୍‌ଲା ବେଳର ହୃଦୟ ଥରା ଭିଡ଼ିଓ

ଭୁବନେଶ୍ୱର : ଗତକାଲି ଦାନ୍ତେୱାଡା ଅରନ୍‌ପୁର ଗାଁ ନିକଟରେ ହୋଇଥିଲା ନକ୍ସଲ ହମଲା। ସହିଦ ହୋଇଥିଲେ ଦୁଇ ପୋଲିସ ଯବାନ ଓ ଦୁରଦର୍ଶନର ଜଣେ ଓଡ଼ିଆ କ୍ୟାମେରାମ୍ୟାନ୍‌। ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିବା ଆଉ ଜଣେ ଆସିଷ୍ଟାଣ୍ଟ କ୍ୟାମେରାମ୍ୟାନ୍‌ ମୋରମୁକୁଟ ଶର୍ମା ସେହି ସମୟର ହୃଦୟଥରା…
Read More...

ଜନ୍ମମାଟିରେ ପହଁଚିଲା ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କ ମରଶରୀର

ବଲାଙ୍ଗିର: ଜନ୍ମମାଟିରେ ପହଞ୍ଚିଲା ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ମର ଶରୀର। ପୈତୃକ ଗାଁ ବଲାଙ୍ଗିର ଲୋଇସିଂହାରେ ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ନିଜ ବୀର ପୁଅକୁ ହରାଇ କାନ୍ଦୁଛନ୍ତି ପରିବାର ଓ ଗାଁଲୋକେ।ଗତକାଲି ଦାନ୍ତେଓ୍ଵାଡା…
Read More...

ଲୌହ ମାନବଙ୍କ ସ୍ମୃତିରେ ଭୁବନେଶ୍ୱରରେ ଏକତା ଦୌଡ଼

ଭୁବନେଶ୍ବର: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ଆୟୋଜିତ ହୋଇଛି ରନ୍ ଫର ୟୁନିଟ୍ କାର୍ଯ୍ୟକ୍ରମ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଛନ୍ତି । ଓମେଫଡ ସ୍ଥିତ ରେଲେଓ୍ଵ ଗ୍ରାଉଣ୍ଡରୁ ରେଲେଓ୍ଵ ଅଡିଟୋରିୟମ ଯାଏ ଏକ ଭାରତ, ଶ୍ରେଷ୍ଠ ଭାରତର…
Read More...

ପ୍ରତିକ୍ଷାର ଅନ୍ତ : ଲୋକାର୍ପିତ ହେଲା ବିଶ୍ୱର ସର୍ବୋଚ୍ଚ ପ୍ରତିମୁର୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି

ଗାନ୍ଧୀନଗର: ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ତମ ଜନ୍ମ ତିଥି। ଏହି ଅବସରରେ କେଓ୍ଵାଡ଼ିଆ କଲୋନି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୌହମାନବ ସର୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କର ଅତିକାରୟ ୧୮୨ ମିଟର୍‌ବିଶିଷ୍ଟ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ଉଦ୍‌ଘାଟନ କରି…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୩୦ ଅକ୍ଟୋବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଋଣ ପାଇଁ ଆବେଦନ କରିବାର ଶୁଭ ଦିନଟିଏ

ମେଷ: ଦିନଟି ଆପଣଙ୍କୁ ଢେର୍‌ ଶୁଭଫଳ ପ୍ରଦାନ କରିବ। ଯାତ୍ରା ମଙ୍ଗଳମୟ ଓ ସୁଖଦ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଉଚ୍ଚପଦ ମିଳିପାରେ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ବୃଷ: ଆପଣଙ୍କ ନୂଆ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ। ଭାବିଥିବା କାମ ବିନା…
Read More...