Breaking

ହକି ବିଶ୍ୱକପ୍ ପାଇଁ ସଜେଇ ହେଉଛି ରାଜଧାନୀ

ଭୁବନେଶ୍ୱର :ହକି ବିଶ୍ୱକପ ପୂର୍ବରୁ ରାଜଧାନୀର ରାସ୍ତା କଡରେ ହେଉଥିବା ୱାଲ ପେଣ୍ଟିଂକୁ ଜୀବନ୍ତ ରୂପ ଦେବାକୁ ଏବେ ରାଜଧାନୀରେ ଡେରା ପକାଇଛନ୍ତି ଥ୍ରୀ ଡି ପେଣ୍ଟିଂର ଚାରି ବିଶ୍ୱସ୍ତରୀୟ କଳାକାର । ଯେଉଁମାନେ ଭୁବନେଶ୍ୱରକୁ ଥ୍ରୀ ଡି ପେଣ୍ଟିଂ ଜରିଆରେ ନୂଆ ରୂପ ଦେବାରେ ଲାଗି ପଡିଛନ୍ତି ।…
Read More...

ମର୍ଦ୍ଦଳଗୁରୁ ବନମାଳୀ ମହାରଣାଙ୍କ ପରଲୋକ

ଭୁବନେଶ୍ୱର: ମର୍ଦ୍ଦଳଗୁରୁ ବନମାଳୀ ମହାରଣାଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ନିମୋନିଆରେ ପୀଡିତ ହୋଇ ମର୍ଦ୍ଦଳଗୁରୁ ବନମାଳୀ ଚିକିତ୍ସାଧୀନ ଥିଲେ।ଗୁରୁ ଶ୍ରୀ ମହାରଣାଙ୍କ ଜନ୍ମ ପୁରୀ ଜିଲ୍ଲାର ଶିଳ୍ପୀ ଗାଁ…
Read More...

ଭୁବନେଶ୍ୱରରେ ହେବ ସ୍ଥାୟୀ ମୁକ୍ତାକାଶ ସ୍କଲ୍‌ପଚର୍‌ ପାର୍କ

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ହେବ ସ୍ଥାୟୀ ମୁକ୍ତାକାଶ ସ୍କଲ୍‌ପଚର୍‌ ପାର୍କ। ଭୁବନେଶ୍ୱର ଡେଭଲ୍‌ପମେଣ୍ଟ୍‌ ଅଥରିଟି ଓ ଆନପିକ୍‌ ବା ଆଟିଷ୍ଟ ନେଟ୍‌ଓ୍ୱାର୍କ ପ୍ରମୋଟିଂ ଇଣ୍ଡିଆନ୍‌ କଲ୍‌ଚର୍‌ର ମିଳିତ ସହଯୋଗରେ କଳିଙ୍ଗନଗରଠାରେ ଏହି ପାର୍କ ନିର୍ମାଣ କରାଯାଉଛି।ଆସନ୍ତା ନଭେମ୍ବର ୨୦ ତାରିଖରେ…
Read More...

ଆଜିଠାରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର:ଆଜିଠାରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି । ଏହା ଆସନ୍ତା ଡିସେମ୍ବର ୧୫ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୨୩ଟି କାର୍ଯ୍ୟଦିବସ ରହିଛି। ସେଥିରୁ ୧୯ଟି ସରକାରୀ ଥିବା ବେଳେ ୪ଟି ବେସରକାରୀ ଦିବସ ରହିଛି। ଏହି ଅଧିବେଶନରେ ନଭେମ୍ବର ୨୧ରେ ପ୍ରଫେଟ ମହମ୍ମଦଙ୍କ ଜନ୍ମ, ୨୩…
Read More...

ଆଇନଜୀବୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ : କାଲିଠାରୁ କାର୍ଯ୍ୟରେ ଯୋଗ ଦେବେ

କଟକ: ଦୀର୍ଘ ୭୮ଦିନ ଧରି ଚାଲିଥିବା ଆଇନଜୀବୀଙ୍କ ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି। ବୁଧବାର ଦିନ ମଧ୍ୟାହ୍ଣ ୧ଟାରେ ହାଇକୋର୍ଟ ବାର ଆସୋସିଏସନ୍‌ର ସାଧାରଣ ବୈଠକରେ ଏହି ଆନ୍ଦୋଳନ ପ୍ରତ୍ୟାହାର ଲାଗି ନିଷ୍ପତ୍ତି ହୋଇଛି। ଅନ୍ୟ ପକ୍ଷରେ ଏଭଳି ପରିସ୍ଥିତିର ପୁନରାବୃତ୍ତି ନ ଘଟିବା ଲାଗି ଏକ…
Read More...

ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ମିଳିବ ସ୍ମାର୍ଟଫୋନ୍‌

ଭୁବନେଶ୍ୱର:ମିଶନ ଶକ୍ତି ସଦସ୍ୟାଙ୍କୁ ସ୍ମାର୍ଟ ଫୋନ ଦେବେ ରାଜ୍ୟ ସରକାର । ଏହାଦ୍ୱାରା ରାଜ୍ୟରେ ଥିବା ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ଉପକୃତ ହେବେ । ମେକ୍ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା…
Read More...

ଦାରୁ ଚିହ୍ନଟରେ ଟଙ୍କା କାରବାର ହୋଇଛି : ମୁଖ୍ୟ ବିଶ୍ୱକର୍ମା

ପୁରୀ : ଶ୍ରୀଜୀଉଙ୍କ ନବକଳେବର ବେଳେ ଦାରୁ ଚିହ୍ନଟରେ ଟଙ୍କା କାରବାର ହୋଇଥିଲା। ଯିଏ ଟଙ୍କା ଦେଲା ତାଙ୍କ ଦାରୁ ଚିହ୍ନଟ ହେଲା। ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ଏହିଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ନବକଳେବର ସମୟରେ ଶ୍ରୀମନ୍ଦିର ହୋଇଥିବା ବ୍ରହ୍ମ ବିଭ୍ରାଟ…
Read More...

ମହିଳାଙ୍କ ପେଟରୁ ବାହାରିଲା ଦେଢକିଲୋ ଓଜନର ଲୁହାକଣ୍ଟା, ମଙ୍ଗଳସୂତ୍ର ଓ ଚୁଡି

ଅହମ୍ମଦାବାଦ:ମହିଳାଙ୍କ ପେଟରୁ ବାହରିଲା ଦେଢକିଲୋ ଓଜନର ଲୁହାକଣ୍ଟା, ମଙ୍ଗଳସୂତ୍ର ମୁଦି, ଚୁଡି, ନଟ୍-ବୋଲ୍ଟ, ସେଫ୍ଟିପିନ୍, ହେୟାର ପିନ୍, ବ୍ରେସ୍ଲେଟ୍ ଏବଂ ଚେନ୍ । ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲରେ । ଅପରେସନ୍ ପରେ ଡାକ୍ତରମାନେ ମହିଳାଙ୍କ…
Read More...