ଘରୁ ତଡିଦେଲା ପୁଅ,ରାଜ ରାସ୍ତାରେ ସ୍ବାଧିନତା ସଂଗ୍ରାମୀ
ଭୁବନେଶ୍ୱର: ଆଉ ଦିନ କେଇଟା ପରେ ପାଳିତ ହେବ ଦେଶରେ ଗଣତନ୍ତ୍ର ଦିବସ। ତେବେ ଆଜି ମଧ୍ୟ ସ୍ବାଧୀନତା ସଂଗ୍ରାମୀ ଅବହେଳିତ। ନିଜ ଯିବନ ବଞ୍ଚାଇବା ପାଇଁ କରୁଛନ୍ତି ସଂଗ୍ରାମ। ସେତେବେଳେ ଦେଶର ସ୍ବାଧିନତା ପାଇଁ ସଂଗ୍ରାମ କରୁଥିବା ମଣିଷଟିକୁ ରହିବା ପାଇଁ ରାହା ନାହିଁ। ଏପରି ଅବହେଳାର ଶିକାର…
Read More...
Read More...