Breaking

ସମାଜର ଦର୍ପଣ ତରଫରୁ କମ୍ବଳ ଓ ଖାଦ୍ୟପଦାର୍ଥ ବଣ୍ଟନ

ଗଞ୍ଜାମ(ଗୋବର୍ଦ୍ଧନ ପଣ୍ଡା): ଇଂରାଜୀ ନବବର୍ଷ ଗଞ୍ଜାମର ହଳଦିଆପଦର ସ୍ଥିତ ନବଜୀବନ ସେବାଆଶ୍ରମ ଠାରେ ପାଳିତ ହୋଇଯାଇଛି । ସମାଜର ଦର୍ପଣ ତରଫରୁ ୧୦୦ ଗୋଟି କମ୍ବଳ, ୨୦୦ଟି ନୋଟବୁକ୍, ୧୫୦ ପେନ୍,୧୫୦ ପେନସିଲ୍ ଓ ଖାଦ୍ୟପଦାର୍ଥ ସହିତ ୧୦୦୦ଟଙ୍କାର ଆର୍ଥିକ ସହାୟତା ଦିଆଯାଈଥିଲା । ଆଶ୍ରମରେ…
Read More...

ଶ୍ରମିକ ସଙ୍ଗଠନର ୨ ଦିନିଆ ଧର୍ମଘଟ: ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ, ଜନଜୀବନ ପ୍ରଭାବିତ

ଭୁବନେଶ୍ୱର :କେନ୍ଦ୍ର ଶ୍ରମିକ ସଙ୍ଗଠନ ପକ୍ଷରୁ ଆଜି ଠାରୁ ରାଷ୍ଟ୍ର ବ୍ୟାପି ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି । ଏହା ଦ୍ୱାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ରାସ୍ତା ରୋକ କରିଛନ୍ତି । ଦୋକାନ ବଜାର ସବୁ…
Read More...

ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ୍‌ ଛୁଟି

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।ଟ୍ରେଡ ୟୁନିଅନର ବନ୍ଦ ଡାକରା ଯୋଗୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା…
Read More...

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ନୂତନ ମୋଡ : ହତ୍ୟା ଅଭିଯୋଗ ଆଣିଲେ ବାପା

କଟକ : ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା ନେଇଛି ନୂଆ ମୋଡ଼। ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ନିକିତାଙ୍କ ବାପା ସନାତନ ବେହେରା।ଚାଉଳିଆଗଞ୍ଜ ଥାନାରେ ଜ୍ୱାଇଁ ଓ ନିକିତାଙ୍କ ଶାଶୁଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ନିକିତାଙ୍କ ବାପା। ସୂଚନାଯୋଗ୍ୟ ଶନିବାର ସନ୍ଦେହଜନକ…
Read More...

ଓ୍ବିସ୍ ଅନୁଷ୍ଠାନର ବାର୍ଷିକ ଉତ୍ସବ

ଭୁବନେଶ୍ବର: ଓଡିଶାର ଅଗ୍ରଣୀ ଅନୁଷ୍ଠାନ ଓ୍ବିସର ବାର୍ଷିକ ଉତ୍ସବ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି।ଏହି ଅନୁଷ୍ଠାନ ଦୀର୍ଘ ବର୍ଷ ଧରି ପିଲାମାନଙ୍କୁ ଶିକ୍ଷାଦାନ କରିବା ସହ ବିଭିନ୍ନ ସଚେତନେତା ମୂଳକ କାର୍ଯ୍ୟକ୍ରମ କରିଆସିଛି।ସେଥିମଧ୍ୟରୁ ବୃକ୍ଷରୋପଣ,କନ୍ୟା କିରଣ,ବୃଦ୍ଧମାନଙ୍କ…
Read More...

୮ ଓ ୯ ଦେଶବ୍ୟାପୀ ଧର୍ମଘଟରେ ସାମିଲ ହେଲେ ଅଟୋ ଓ ଟ୍ୟାକ୍ସି ମହାସଂଘ

ଭୁବନେଶ୍ୱର : ଜାନୁଆରୀ ୮ ଓ ୯ରେ ଦେଶବ୍ୟାପୀ ହେବାକୁ ଥିବା ଶ୍ରମିକ ଧର୍ମଘଟକୁ ସମର୍ଥନ ଜଣାଇ ଅଟୋ ଓ ଟ୍ୟାକ୍ସି ବନ୍ଦ ରହିବ ବୋଲି ମହାସଂଘ ନିଷ୍ପତ୍ତି ନେଇଛି । ସର୍ବ ଭାରତୀୟ ସ୍ତରରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ, ଓ ସମସ୍ତ ଶ୍ରମିକ ସଂଗଠନ କେନ୍ଦ୍ର ସରକାରଙ୍କର ଶ୍ରମିକ ମାରଣ ନୀତି…
Read More...

‘କଳିଙ୍ଗ ସିନେଆର୍ଟସ୍’ ପକ୍ଷରୁ ଧଉଳି ସରଦେଇପୁରରେ ‘ଆର୍ଟ ଅଫ୍ ଗିଭିଂ’ କାର୍ଯ୍ୟକ୍ରମ

ଭୁବନେଶ୍ବର : ଆଜି ଭୁବନେଶ୍ବର ବ୍ଲକ୍ ଧଉଳି ନିକଟ ସରଦେଇପୁର ଗ୍ରାମ ହରିଜନ ସାହିରେ ‘କଳିଙ୍ଗ ସିନେଆର୍ଟସ୍’ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ୬୧ ତମ ‘ଆର୍ଟ ଅଫ୍ ଗିଭିଂ’ କାର୍ଯ୍ୟକ୍ରମ। ଗ୍ରାମର ମହିଳା ସେବିକା ରଶ୍ମିତା ବେହେରାଙ୍କ ସହଯୋଗରେ ପ୍ରାୟ ୧ଶହ କୁନିପିଲା ଗ୍ରାମ ଭାଗବତ ଟୁଙ୍ଗି…
Read More...

ଆପଣ ଖାଉଥିବା ଗୁପଚୁପର ଅଛି ୧୦ ଟି ଭିନ୍ନ ଭିନ୍ନ ନାଁ ! ଆପଣ କେତୋଟି ଜାଣିଛନ୍ତି ?

କୌଣସି ସମାଜରେ ଏହାର ସଭ୍ୟମାନଙ୍କ ଜରିଆରେ ତଥା ସାମୁହିକ ମୂଲ୍ୟବୋଧରେ ଥିବା ପରିପକ୍ଵତା ଓ ମାର୍ଜିତ ଚିନ୍ତାଧାରାର ପ୍ରତିଫଳନ ହେଉଛି ସଂସ୍କୃତି । ଆଚାର ଓ ବ୍ୟବହାର , ଖାଦ୍ୟ ଓ ପୋଷାକ , ଭାଷା ଓ ସାହିତ୍ୟ ଶିକ୍ଷା ଓ ଜ୍ଞାନ, ବିଜ୍ଞାନ , ଓ ବୈଷୟିକ ବିଦ୍ୟା , ଧର୍ମ ଓ ବିଶ୍ଵାସ , ପ୍ରଥା ଓ…
Read More...

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ

ଭୁବନେଶ୍ୱର:ପିପିଲି ଗଣଦୁଷ୍କର୍ମ ମାମଲାରେ ପୁଣି ଥରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଦୀପ ମହାରଥୀ । ସେ ପଞ୍ଚାୟତରାଜ ଓ କୃଷି ବିଭାଗ ଛାଡ଼ିଛନ୍ତି । ପିପିଲି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତମାନେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ମନ୍ତ୍ରୀ ମହାରଥୀ ଅତି ଲଜ୍ଜାଜନକ ଓ ସମ୍ବେଦନଶୀଳ…
Read More...