Breaking

ବିନ୍ଦୁ ସାହିତ୍ୟ ସମାଜର ସାହିତ୍ୟ ଉତ୍ସବ : ଅସ୍ତ ସୂର୍ଯ୍ୟର ସ୍ତବ ଲୋକାର୍ପିତ

ଭୁବନେଶ୍ୱର: ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକ ସାହିତ୍ୟ ଉତ୍ସବ ଲୋହିଆ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଶୈଳଜ ରବି ଯୋଗଦେଇ ସାହିତ୍ୟ ହେଉଛି ସମାଜର ଅବିଚ୍ଛେଦ୍ୟ ଅଙ୍ଗ,…
Read More...

ଭାରତୀୟ ବାୟୁସନାର ଆକ୍ରମଣ :ଆତଙ୍କି ଶିବିର ଧ୍ବସଂବିଧ୍ବସ୍ଥ

ନୂଆଦିଲ୍ଲୀ :ଜବାବ୍ ଦେଲା ଭାରତ। କୂଟନୈତିକ ସ୍ତରରେ ପାକିସ୍ଥାନ ବିରୋଧରେ କଡା ପଦକ୍ଷେପ ନେବା ପରେ ଆଜି ଭାରତୀୟ ବାୟୁସେନା ପାକିସ୍ଥାନରେ ଥିବା ଆତଙ୍କି ଶିବିର ଉପରେ ଆକ୍ରମଣ କରିଛି। ରାତ୍ରି ପ୍ରାୟ ୩.୩୦ ରେ ୧୦ରୁ୧୨ ଟି ବାୟୁସେନା ଯୁଦ୍ଦ ବିମାନ ମିରେଜ ୧୦୦୦ କିଲୋର ବିସ୍ଫୋରକ ଆତଙ୍କି…
Read More...

ଓଡ଼ିଶାକୁ ‘ଇଣ୍ଡିଆ ଟୁଡେ’ ପର୍ଯ୍ୟଟନ ପୁରସ୍କାର

ଭୁବନେଶ୍ୱର:ଓଡ଼ିଶାକୁ ‘ଇଣ୍ଡିଆ ଟୁଡେ’ ପର୍ଯ୍ୟଟନ ପୁରସ୍କାର ମିଳିଛି । ପର୍ଯ୍ୟଟନ କ୍ଷେତ୍ରରେ ‘ଉତ୍ସବାନୁଷ୍ଠାନ(ଫେଷ୍ଟିଭାଲ) ପର୍ଯ୍ୟାୟ’ରେ ପୁରୀ ରଥଯାତ୍ରାକୁ ଗୁରୁତ୍ୱର ସହିତ ବିଚାର କରାଯାଇ ରନର୍ସ ଅପ୍‌ ପୁରସ୍କାର ମିଳିଛି । ଆଜି ପୂର୍ବାହ୍ନରେ ଇଣ୍ଡିଆ ଟୁଡେ ପକ୍ଷରୁ ନୂଆଦିଲ୍ଲୀରେ…
Read More...

ବିଜେଡିର ନିର୍ବାଚନୀ ଥୋପ : ବଣ୍ଟାହେଲା ମୋବାଇଲ

ଭୁବନେଶ୍ବର : ବିଜେଡି ତରଫରୁ ବିଜୁ ଯୁବ ବାହିନୀ ର ସଦସ୍ୟ ମାନଙ୍କୁ ମୋବାଇଲ ଦିଆଯାଇଛିି । ଆଜି ଭୁବନେଶ୍ବରର ତିନୋଟି ନିର୍ବାଚନ ମଣ୍ଡଳୀରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଉତ୍ତର ନିର୍ବାଚନ ମଣ୍ଡଳର ୧୪ ନ° ଓ୍ବାର୍ଡ ଠାରେ ପ୍ରାୟ ୫୦୦ ମୋବାଇଲ ବଣ୍ଟନ କରାଯାଇଛି । ଆସନ୍ତା କାଲି ଏହି…
Read More...

ଖଣ୍ଡଗିରି ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ- କମିଶନର

ଭୁବନେଶ୍ୱର: ଆସନ୍ତା ବର୍ଷଠାରୁ ପ୍ରସିଦ୍ଧ ଖଣ୍ଡଗିରି ମେଳାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯିବନାହିଁ ଏବଂ ମେଳାରେ ଅଶ୍ଳିଳ ନୃତ୍ୟକୁ ସ୍ଥାନ ନଦେବାକୁ କାର୍ଯ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୋମବାର ଦିନ କହିଛନ୍ତି ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି । ଏବର୍ଷ ଖଣ୍ଡଗିରି ମେଳାରେ…
Read More...

ନୂଆ ଓଡ଼ିଶା – ଧର୍ମପଦ ଡାଏଲଗ : ୪୨୭ଟି ସ୍ଥାନରେ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କଲେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସ୍କିଲ ଇଣ୍ଡିଆ ମିସନ ଅଧୀନରେ ବିବିଧ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ ସ୍ୱରୂପ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍‍ଏସ୍‍ଡିଇ) ଅଧିନସ୍ଥ ନ୍ୟାସନାଲ ସ୍କିଲ ଡେଭେଲପ୍ମେଣ୍ଟ କର୍ପୋରେସନ (ଏନ୍ଏସ୍ଡିସି) ଆଜି ଓଡ଼ିଶାର ଭୁବନେଶ୍ୱରସ୍ଥିତ ରେଲ୍‍…
Read More...

ଭୁବନେଶ୍ୱର ରିଟେଲ ମେଡ଼ିସିନ୍ ଫୋରମ ତରଫରୁ ବୀରଜବାନଙ୍କ ପାଇଁ ଦୀପଦାନ….

ଭୁବନେଶ୍ୱର : ପୁଲୱାମାରେ ସହିଦ ହୋଇଥିବା ବୀର ଯବାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଭୁବନେଶ୍ୱର ରିଟେଲର ମେଡ଼ିସିନ ଫୋରମ ତରଫରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।ଏହି ଶୋଭାଯାତ୍ରାରେ ଫୋରମ୍ର ସଂପାଦକ ଶ୍ରୀ ବିଶ୍ୱ ରଞ୍ଜନ ସାହୁ, ସଭାପତି ପ୍ରଗତି ସହାନ୍ତି, ଉପଦେଷ୍ଟା…
Read More...

ନିର୍ବାଚନ ପୂର୍ବରୁ ବିଜେଡି ଟିକେଟ ତାଲିକା ଭାଇରାଲ : ବଢୁଛି ରାଜନିତିକ ମହଲରେ ଚର୍ଚ୍ଚା

ଭୁବନେଶ୍ବର : ବିଜେଡି ଭିତିରି ରହସ୍ୟ ବର୍ତ୍ତମାନ ଦାଣ୍ଡରେ ପଡି ସାମାଜିକ ଗଣମାଧ୍ୟମରେ ଗଡଗଡେଇଲାଣି । ନିର୍ବାଚନ ପୁର୍ବରୁ ବିଜେଡିର ଗୁପ୍ତ ଯୁଦ୍ଧ ଦେଖି ଅନ୍ୟ ଦଳପତି ମାନେ ହସିବା ଆରମ୍ଭ କଲେଣି । ଏକଥା ଲୋକମାନେ କହୁଛନ୍ତି ।ଫୋନରୁ ଫୋନକୁ ଘୁରି ବୁଲୁଛି ବିଜୁ ଜନତା ଦଳର ବିଧାୟକଙ୍କ କଟ ଅଫ…
Read More...

ଦେହ ସାରା ଚିତା ବାଘ ପରି କଳା କଳା ଦାଗ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଢେଙ୍କାନାଳ(ସ୍ପେଶାଲ୍ ରିପୋର୍ଟ):ଦେହ ସାରା ଚିତା ବାଘ ପରି କଳା କଳା ଦାଗ । ଏକ ଅଜଣା ରୋଗରେ ପୀଡିତ ୪ ବର୍ଷର ଅବୋଧ ଶିଶୁ ଚିନ୍ମୟ । ଖେଳକୁଦ ବୟସରେ ଏଭଳି ଚିହ୍ନ ଯୋଗୁଁ ଚିନ୍ମୟକୁ ଧରି ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡୁଛନ୍ତି ଦିନ ମଜୁରିଆ ବାପା । ଆସନ୍ତୁ ଜାଣିବା ଢେଙ୍କାନାଳ ଭୁବନ…
Read More...