ଭଦ୍ରକ: ଭଦ୍ରକ ଜିଲ୍ଲା ଚନ୍ଦନବଜାର ଓ ସରକାରନଗର ଅଞ୍ଚଳରୁ ନକଲି ଗୁଟ୍ଖା କାରଖାନା ଠାବ କରାଯାଇଛି।ଦୀର୍ଘଦିନ ଧରି ଏହି କାରଖାନା ଚାଲୁଥିବାବେଳେ ଗତକାଲି ପୋଲିସ କାରଖାନା ଉପରେ ଚଢଉ କରି ଲକ୍ଷାଧିକ ଟଙ୍କାର ଗୁଟଖା ସହ ଜର୍ଦ୍ଦା ତିଆରି ମେସିନ୍ ଓ ଲୋଗୋ ଜବତ କରିଛି । ଏହି ବ୍ୟବସାୟରେ ସଂପୃକ୍ତ ଥିବା ଚାରି ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। କାରଖାନାରେ ବିଭିନ୍ନ ବ୍ରାଣ୍ଡର ଲେବଲ ଲଗାଇ ବଜାରକୁ ଏହି ଗୁଟଖା ଛଡା ଯାଉଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
Breaking
ପଟିଆରେ ଖୋଲିଲା ରୋଜ୍ ଟ୍ରାନ୍ସଫରମେସନ୍ଜଗନ୍ନାଥ ହେଉଛନ୍ତି ଆମର ଅସ୍ମିତା – ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜApollo Hospitals, Bhubaneswar Launches Comprehensive Liver Transplant Programପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ଝଲସିଲା ମହିଳା ସଶକ୍ତିକରଣବୟୋଜ୍ୟେଷ୍ଠ, ଅସହାୟ ବ୍ୟକ୍ତିଙ୍କୁ ସମ୍ମାନ, ଆଦର ଦେଉଥିବା ସମାଜ ହେଉଛି ଏକ ଆଦର୍ଶ ସମାଜ- ମୁଖ୍ୟମନ୍ତ୍ରୀ