Breaking
Browsing Category

ରାଜନୀତି

୧୧ ନଂ ଓ୍ବାର୍ଡର ବିକାଶ ମୂଳ ଲକ୍ଷ୍ୟ: କର୍ପୋରେଟର ପ୍ରଭାସିନୀ ମହାନ୍ତି

୧୧ ନଂ ଓ୍ବାର୍ଡକୁ ବିକାଶ ପଥରେ ଆଗେଇ ନେବାର ମଙ୍ଗ ଧରିଛନ୍ତି କର୍ପୋରେଟର ପ୍ରଭାସିନୀ ମହାନ୍ତି । ଜିତିବାର ୩୦ ଦିନ ଭିତରେ କଣ କଣ କାର୍ଯ୍ୟ କରିଛନ୍ତି , କଣ କାର୍ଯ୍ୟକ୍ରମ କରିବାକୁ ଚିନ୍ତା କରିଛନ୍ତି ଏବଂ ଅନ୍ୟ ସବୁ ଉର୍ନତି ମୂଳକ କାର୍ଯ୍ୟକ୍ରମ କିପରି ସୁଚାରୁ ରୂପେ କରାଯିବ ସେହି ବିଷୟରେ…
Read More...

ବିଜେଡିରେ ଯୋଗ ଦେଲେ ସ୍ୱୟଂପ୍ରକାଶ

ଭୁବନେଶ୍ୱର: ଜଣାଶୁଣା ଟିଭି ଉପସ୍ଥାପକ, ବୈଦ୍ୟୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ସ୍ୱୟଂପ୍ରକାଶ ମହାପାତ୍ର ବୁଧବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କ…
Read More...

ଥ୍ୟାଙ୍କ୍ ୟୁ “ଓଡିଶା”

*ଗଣତନ୍ତ୍ରରେ ଲୋକଙ୍କ ସ୍ବର ହିଁ ଶ୍ରେଷ୍ଠ *ଛଳନା ଓ ମିଛ କାହାଣୀର ନକରାତ୍ମକ ରାଜନୀତିକୁ ଓଡିଶାବାସୀ ଗ୍ରହଣ କରନ୍ତି ନାହିଁ *ବିରୋଧୀଙ୍କ ଅପପ୍ରଚାର ପାଇଁ ସତର୍କ ରୁହ *ସବୁଠାରୁ ଦୁର୍ଗମ ଅଞ୍ଚଳରେ ଥିବା ସବୁଠାରୁ ଗରୀବ ଲୋକ ବିଶ୍ବାସ ହାସଲ ହିଁ ଆମର
Read More...

କରୋନା ସ୍ଥିତି ନିୟନ୍ତ୍ରଣ ହେବାପରେ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଖୋଲିବା ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ…

ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ଫେବୃୟାରୀ ୭ ରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛିି। ଏହି ପରିପେକ୍ଷୀରେ ସମସ୍ତ ବିଦ୍ୟାଳୟ ଓ କଲେଜ ଖୋଲିବା ବେଳେ, ଆସନ୍ତା ସୋମବାର ଠାରୁ ବିଦ୍ୟାଳୟର ଅଷ୍ଟମଶ୍ରେଣୀ ରୁ ଉର୍ଦ୍ଧ୍ବ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବା ସହ…
Read More...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତ୍ୟାହାର ଦାବି ରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଆସନ୍ତା ୧୧ ତାରିଖ…

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କରୋନାର ୨ୟ ଲହର ସାରା ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦୀ ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରିବାରେ ଲାଗିଛନ୍ତି । ଦେଶର କେତେକ ଅଂଚଳରେ ପେଟ୍ରୋଲ ଓ ଡିଜେଲର ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି ଓ ଜନସାଧାରଣଙ୍କୁ ଏହା…
Read More...

ବିଜେପି ଯୁବମୋର୍ଚ୍ଚାର ନୂତନ ପ୍ରାର୍ଥୀ ଚୟନ

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ନୂତନ ପ୍ରାର୍ଥୀ ଚୟନ କରି ତାଲିକା ପ୍ରକାଶ କରାଯାଇଛି । ତାଲିକା ଅନୁସାରେ ସଭାପତି ରୂପେ ଗୋଲକ ବିହାରୀ କହଁର,ଉପ ସଭାପତି ରୂପେ ସୁଧାଂଶୁ ଗୁରୁ, ମନ ଭଂଜନ ବେହେରା,ବିଚିତ୍ର…
Read More...

ମୋଦି ଙ୍କ ଟୀକା ମେଳା ପ୍ରଚାର ସର୍ବସ୍ବ-ନିରଞ୍ଜନ

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ: କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି।ଦେଶର ପ୍ରଧାନମନ୍ତ୍ରୀ ମହାଶୟ କହିଛନ୍ତି କି ଆସନ୍ତା ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଟେଷ୍ଠୀଙ୍ଗ,ଟ୍ରାକିଂ ଓ ଟ୍ରିଟମେଂଟ ନେଇ କରୋନା ମେଳା କରିବେ।ବର୍ତ୍ତମାନ ବଡ ଦୁଃଖର ବିଷୟ…
Read More...

୩୦ମିନିଟ ବିଜୁଳି ବନ୍ଦ କରି ଦରବୃଦ୍ଧିର ପ୍ରତିବାଦ କରିବା ପାଇଁ ପିସିସି ସଭାପତିଙ୍କ ଆହ୍ୱାନ

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ: ରାଜ୍ୟ ସରକାର ବିଦ୍ୟୁତ ଉପଭୋକ୍ତା ମାନଙ୍କ ଉପରେ ଅହେତୁକ ବିଜୁଳିଦର ୟୁନିଟ୍ ପ୍ରତି ୭ମାସ ମଧ୍ୟରେ ୫୦ ପଇସା ବୃଦ୍ଧି କରିବା ଅତ୍ୟନ୍ତ ଉଦ୍‌ବେଗଜନକ ଅଟେ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । କୋଭିଡ୍ ୧୯ ମହାମାରୀ ସମୟରେ…
Read More...

ଭୁବନେଶ୍ୱର ମହାନଗର ନିଗମ ୟୁଜର୍ସ ଫି ତୁରନ୍ତ ପ୍ରତ୍ୟାହାର କରନ୍ତୁ –କଂଗ୍ରେସ

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ: ଭୁବନେଶ୍ୱର ମହାନଗର ନିଗମ ଏବେ ନିଗମ ଅଂଚଳରେ ଥିବା ଅଧିବାସୀ ମାନଙ୍କ ପାଖରୁ ୟୁଜର୍ସ ଫି ଜୋରଜବରଦସ୍ତି ଆଦାୟ କରୁଛନ୍ତି । ୨୦୧୫ ମସିହାରେ ପ୍ରଥମତଃ ଭୁବନେଶ୍ୱର ମହାନଗର ନିଗମ ୟୁଜର୍ସ ଫି ଆଦାୟ କରିବା ପାଇଁ ଏକ ନିଷ୍ପତି ନେଇଥିଲା । ସେହି ସମୟରେ ଏହି ଫି…
Read More...

କେନ୍ଦୁଝର ଏବଂ ବଲାଙ୍ଗୀର ସାଗଠନିକ ଜିଲ୍ଲା ଯୁବ କଂଗ୍ରେସର ଦାୟିତ୍ବ ନେଲେ ଯୁବ ନେତା ଅଭିଳାଷ ମାଣିଆ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଓଡିଶା ପ୍ରଦେଶରେ ଯୁବ କଂଗ୍ରେସ ସଂଗଠନକୁ ସୁଦୃଢ ଓ ସଶକ୍ତ କରିବା ପାଇ ଅଣ୍ଟା ଭିଡିଛନ୍ତି ଦଳର ତୁଙ୍ଗ ନେତା ଗଣ ସେଥିପାଇ ରାଜ୍ଯର ବିଭିନ୍ନ ଜିଲ୍ଲାର ଦାୟିତ୍ବ ନେଇ କାର୍ଯ୍ଯ କରିବା ପାଇ ଅଣ୍ଟା ଭିଡିଛନ୍ତି ଦଳର ଦକ୍ଷ ଯୁବ ନେତୃତ୍ବ ସେହି ପରିପ୍ରେକ୍ଷିରେ…
Read More...