ଭୂବନେଶ୍ବର:ରିଲ୍ ରୁ ରାଜନୀତି। ରାଜନିତିକ ପାଣିପାଗର ଉଷ୍ଣତା ଭିତରେ ଓଡିଶା ଦଳ ଗୁଡିକରେ ପୁରୁଣା ନେତା ବାହାର ଦଳ ଡେଉଥିବା ବେଳେ କିଛି ନୂଆ ମୁହଁ ବି ସାମିଲ୍ ହେଉଛନ୍ତି ମଇଦାନରେ । ଆଜି ବିଜେପିରେ ଯୋଗ ଦେଇଛନ୍ତି ଅଭିନେତ୍ରୀ ବିଦୁସ୍ମିତା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତୃବୃନ୍ଦଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି ଏହି ଅଭିନେତ୍ରି । ପୂର୍ବରୁ ବହୁ କଳାକାର ମାନେ ଯଥା ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ମିହିର ଦାସ, ଅନୁ ଚୌଧୁରୀ, ମନ୍ମଥ ମିଶ୍ର, ଅପରାଜିତା ମହାନ୍ତି ଆଦି ରାଜନୀତିରେ ସକ୍ରିୟ ଥିବାବେଳେ ବିଦୁସ୍ମିତ ମଧ୍ୟ ନିଜ ରାଜନୈତିକ କ୍ୟାରିୟରକୁ ନେଇ ଆଶାବାଦି ଅଛନ୍ତି।
Breaking
ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫ ଗ୍ରାଣ୍ଡ ଫାଇନାଲInternational Yoga Day is celebrated by the Bharatiya Yoga SansathanFrom Cities to Heartlands: Samsung Solve for Tomorrow Sparks Innovation in Bihar and JharkhandUtkal Builders Celebrates 35 Glorious Years with the Utkal Grand Property Sale CarnivalMeet the Next Chapter of Ultra