ଭୂବନେଶ୍ବର:ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ନବୀନ । ଭୁବନେଶ୍ୱରରୁ ଅରୂପ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭାକୁ ପଠାଇବା ମନସ୍ଥ କରିଛି ଶଙ୍ଖ ଶିବିର। ସିନେଷ୍ଟାର ଅନୁଭବ ମହାନ୍ତିଙ୍କୁ ଦଳ କେନ୍ଦ୍ରାପଡାରୁ ପ୍ରାର୍ଥୀ କରିଥିବା ବେଳେ ବାଲେଶ୍ୱରରୁ ରବୀନ୍ଦ୍ର ଜେନାଙ୍କଉପରେ ପୁଣି ଆସ୍ଥା ପ୍ରକଟ କରିଛନ୍ତି ସୁପ୍ରିମୋ । ସମ୍ବଲପୁରରୁ ନଳୀନି ପ୍ରଧାନ ଦଳ ପ୍ରାର୍ଥୀ କକରିଥିବାବେଳେ ପୁରୀରୁ ପିନାକୀ ମିଶ୍ର ଓ ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକଙ୍କୁ ଟିକେଟ ଦେଇଛନ୍ତି ସୁପ୍ରିମୋ । ଯାଜପୁରରୁ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ମୟୂରଭଞ୍ଜରୁ ଦେବାଶିଷ ମାରାଣ୍ଡିଙ୍କୁ ଦଳ ପ୍ରାର୍ଥୀ କରିଛି । ତେବେ ତାଲିକାରେ କିଛି ହେଭିୱେଟ ନେତାଙ୍କ ଟିକେଟ କାଟି ନୂଆ ଚେହେରାଙ୍କୁ ମଇଦାନକୁ ଓହ୍ଲାଇଛନ୍ତି ନବୀନ।
Breaking
ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫ ଗ୍ରାଣ୍ଡ ଫାଇନାଲInternational Yoga Day is celebrated by the Bharatiya Yoga SansathanFrom Cities to Heartlands: Samsung Solve for Tomorrow Sparks Innovation in Bihar and JharkhandUtkal Builders Celebrates 35 Glorious Years with the Utkal Grand Property Sale CarnivalMeet the Next Chapter of Ultra