Breaking
Monthly Archives

June 2019

ରଥଯାତ୍ରା ପାଈ ପ୍ରସ୍ତୁତି ବୈଠକ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ନୀଳାଦ୍ରୀ ଭକ୍ତ ନିବାସଠାରେ ଏହି ବୈଠକରେ ରଥଯାତ୍ରାକୁ କଭଳି ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯିବ ସେ ନେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ଆଇନ୍, ଶକ୍ତି ଓ…
Read More...

ଉପସ୍ଥାପିତ ହେଲା ରାଜ୍ୟ ବଜେଟ୍

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନ ସଭାରେ ବଜେଟ ଉପସ୍ଥାପିତ କରାଯାଇଛି । ପଞ୍ଚମ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ…
Read More...

ସମ୍ବଲପୁର: ଅଟୋକୁ ଶକ୍ତ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ, ୩ ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ

ସମ୍ବଲପୁର: ଜାତୀୟ ରାଜପଥ-୫୫ରେ ଗୁରୁବାର ଅପରାହ୍ଣରେ ଏକ ଦ୍ରୁତଗାମୀ ଟ୍ରକ ଅଟୋକୁ ଶକ୍ତ ଧକ୍କା ଦେବାରୁ ୩ ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ସୂଚନା ଅନୁସାରେ ଟାଉନ ଥାନା ଅନ୍ତର୍ଗତ ହୀରାକୁଦ କଲୋନିର ଅଟୋ ଡ୍ରାଇଭର ରବି ପ୍ରଧାନ (୨୮),…
Read More...

ରେଡ୍ ସ୍ୱସ୍ତିକ ସୋସାଇଟି ଓଡିଶା ଶାଖା ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଭୁବନେଶ୍ୱର : ରେଡ୍ ସ୍ୱସ୍ତିକ ସୋସାଇଟି ଏକ ପଞ୍ଜିକୃତ ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ଏହି ଅନୁଷ୍ଠାନ ଦୀର୍ଘ ୧୮ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସ୍ୱାସ୍ଥ୍ର‌୍ୟସେବା କ୍ଷେତ୍ରରେ କାର୍ଯ୍ୟ କରିଆସୁଅଛି । ସବୁବର୍ଷ ପରି ଚଳିତବର୍ଷ ଅନୁଷ୍ଠାନ ପକ୍ଷରୁ…
Read More...

ବଦଳିଲା ନିଷ୍ପତ୍ତି । ଆସନ୍ତା କାଲି ଖୋଲିବ ସ୍କୁଲ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଆସନ୍ତାକାଲିଠୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ସ୍କୁଲ ଓ ଗଣଶିକ୍ଷା ବିଭାଗ ଖରାକୁ ଦେଖି ଆସନ୍ତା ୨୫ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରିଥିଲେ । ତେବେ ପାଗରେ ପରିବର୍ତ୍ତନ ଯୋଗୁଁ ନିଷ୍ପତି ବଦଳାଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲିଠାରୁ ଖୋଲିବ…
Read More...

ସର୍ବଦଳୀୟ ବୈଠକରେ ଯୋଗ ଦେବେ ନବୀନ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗଦେବାକୁ ଦିଲ୍ଲୀ ଯାଉଥିବା ସୂଚନା ମିଳିଛି । କାଲି ବୈଠକରେ ଯୋଗ ଦେବା ପରେ ଗୁରୁବାର ଓଡ଼ିଶା ଫେରିବେ । ପାର୍ଲାମେଣ୍ଟ କାର୍ଯ୍ୟ…
Read More...

ସପ୍ତାହେ ବଢିଲା ଖରାଛୁଟି

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଆସନ୍ତା ୨୫ ତାରିଖ ଯାଏଁ ବଢିଲା ଖରାଛୁଟି ।ରାଜ୍ୟର ସମସ୍ତ ସ୍କୁଲ ଆସନ୍ତା ୨୫ ତାରିଖ ଯାଏଁ ଛୁଟି ରହିବ ଓ ୨୬ ତାରିଖରେ ଖୋଲିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି…
Read More...

ଥରିଲା ଜାପାନ୍

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଜାପାନରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତ୍ରୀବତା ୬.୮ ରହିଛି । ଆଉ ଏଭଳି ଭୂମିକମ୍ପ ପରେ ଜାପାନ ଆଡକୁ ବଡ ବିପଦ ମାଡି ଆସିବାର ଆଶଙ୍କା ଦେଖାଦେଇଛି । ଭୂମିକମ୍ପ ପରେ ବଡ ଧରଣର ସୁନାମୀ ଆସିପାରେ ବୋଲି ଜାପାନ ସରକାର…
Read More...

ବିଜୟୀ ଭାରତ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ୍ସରେ ଶନିବାର ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ହରାଇ ଭାରତ ଚାମ୍ପିଅନ ହୋଇଛି। ଫାଇନାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଟିମକୁ ପୁରସ୍କୃତ କରିଛନ୍ତି। ସମାରୋହରେ ମନ୍ତ୍ରୀ ସମୀର ଦାସ,…
Read More...