Breaking
Monthly Archives

May 2019

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ : ପାସହାର ୭୦.୭୮ ପ୍ରତିଶତ

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ଆଜି ସକାଳ ୯ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି।ଦିନ ୧୧ଟାରେ ପରୀକ୍ଷା ଫଳ ବୋର୍ଡ ୱେବସାଇଟ୍ www.bseodisha.ac.in/www.bseodisha.nic.inରେ ଉପଲବ୍ଧ ହେବ। ଯେଉଁ ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ନାହିଁ, ସେଠାରେ…
Read More...

ଆସନ୍ତାକାଲି ପ୍ରକାଶ ପାଇବ ମ୍ୟାଟ୍ରିକ ପରିକ୍ଷା ଫଳ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଆସନ୍ତାକାଲି ପ୍ରକାଶ ପାଇବ ୨୦୧୯ ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆସନ୍ତା ୨୧ତାରିଖ ସକାଳ ୯ଟାରେ ପ୍ରକାଶ ପାଇବ। ଦିନ ୧୧ଟା ସମୟରେ ବୋର୍ଡର ଅଫିସିଆଲ ୱେବସାଇଟରେ ପରିକ୍ଷା ଫଳ ଉପଲବ୍ଧ ହେବ।…
Read More...

ଏଲ୍. ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଶାରେ ରେଟିନୋ ବ୍ଲାଷ୍ଟୋମା ସପ୍ତାହ ପାଳିତ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ : ଦେଶର ଅଗ୍ରଣୀ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନ ଏଲ.ଭି.ପି.ଇ.ଆଇ. ପକ୍ଷରୁ ଓଡ଼ିଶାରେ ଚଳିତ ମାସ ୧୨ରୁ ୧୯ ତାରିଖ ପଯର୍ୟନ୍ତ ରେଟିନୋ ବ୍ଲାଷ୍ଟୋମା ସପ୍ତାହ ପାଳନ କରାଯାଇଛି। ରେଟିନୋ ବ୍ଲାଷ୍ଟୋମା ହେଉଛି ଶିଶୁଙ୍କ ମଧ୍ୟରେ ବିଶେଷକରି ଅଳ୍ପ ବୟସ୍କ ଶିଶୁଙ୍କ…
Read More...

ସାଂସଦ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଘଟଣା: ଗୁଜରାଟରୁ ଗିରଫ ହେଲା ଅଭିଯୁକ୍ତ

କଟକ: ଅଭିନେତା ତଥା ବିଜେଡିର ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ହତ୍ୟା କରିବାକୁ ଧମକ ଦେବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୁଲିସ୍‌ର ସ୍ପେଶାଲ୍‌ ସ୍କ୍ୱାଡ୍ ଗୁଜରାଟରୁ ତାଙ୍କୁ ଗିରଫ କରିଛି। ସେ କଟକ ଝାଞ୍ଜିରୀମଙ୍ଗଳା ଅଞ୍ଚଳରେ ଏକ ଭଡ଼ାଘରେ ରହି ମିସ୍ତ୍ରୀ କାମ…
Read More...

ଆରାଧ୍ୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରିଲିଫ୍ ବଣ୍ଟନ

ପୁରୀ : ଆରାଧ୍ୟ ଚାରିଟେବୁଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ବ୍ଲକ୍ ବଳଙ୍ଗ ବଜାର ନିକଟରେ ଥିବା ବନ୍ଧପଡା ଗ୍ରାମରେ ବାତ୍ୟା " ଫନି "ପ୍ରଭାବିତ ପ୍ରାୟ ଏକ ଶହ ଲୋକଙ୍କୁ ରିଲିଫ ସାମଗ୍ରୀ ଯଥା ଖାଦ୍ୟ ,ପଲିଥିନ ,ମହମବତୀ ଇତ୍ୟାଦି ବଣ୍ଟନ କରାଯାଇଥିଲା ।ଉକ୍ତ…
Read More...

ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର: ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡାଦେଶ। ଆଇପିସି ଧାରା ୨୧ରେ ଦେଶଦ୍ରୋହ ଅପରାଧରେ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌-୧ ସଞ୍ଜୟ ସାହୁ ଏହି ରାୟ ଶୁଣାଇଛନ୍ତି।୨୦୧୪ ଜୁଲାଇ ୧୨ ମଧ୍ୟରାତିରେ ଗିରଫ ହୋଇଥିଲେ ସବ୍ୟସାଚୀ। ବ୍ରହ୍ମପୁର ମଙ୍ଗଳବାରପେଟା…
Read More...

ସାବାସ୍ ସରକାର

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ : କେନ୍ଦ୍ରୀୟ ଟିମ୍ ର ବାଃ ବାଃ। ଫୋନି ଦ୍ବାରା ବିଧ୍ୱସ୍ତ ଅଚଂଳରେ ରାଜ୍ୟ ସରକାରଙ୍କ ପୁନରୁଦ୍ଧାର କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଛନ୍ତି କେନ୍ଦ୍ରୀୟ ଶକ୍ତି ଓ ଟେଲି ଯୋଗାଯୋଗ ସଚିବ । ବାତ୍ୟା ପରେ ରାଜ୍ୟ ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଟିମ୍ ସହ…
Read More...

ଓଡିଶା ମୁହାଁ ସାମୁଦ୍ରିକ ଝଡ ଫନି

ଭୁବନେଶ୍ବର: ଓଡିଶା ମୁହାଁ ସାମୁଦ୍ରିକ ଝଡ ‘ଫନି’ । ଅତି ଭୀଷଣ ଚକ୍ରବାତର ରୂପ ନେଇଛି ‘ଫନି’ । ଏହା ପୁରୀଠାରୁ ୩୬୦ କିଲୋମିଟର ଦୂରରେ ରହିଛି ।ଆସନ୍ତାକାଲି ଦିନ ୧୦ଟାରୁ ୧୨ଟା ପରେ ଯେକୌଣସି ସମୟରେ ସ୍ଥଳଭାଗକୁ ଛୁଇଁପାରେ ବୋଲି ସୂଚନା ମିଳିଛି। ଫନି’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ…
Read More...

ନୀଳଚକ୍ରରୁ ଉଡ଼ିଗଲା ବାନା

ପୁରୀ: ପୁରୀ ଶ୍ରୀମନ୍ଦିର ଉପରୁ ନୀଳଚକ୍ର ବାନା ଉଡ଼ି ଯାଇଛି। ସାମୁଦ୍ରକି ଝଡ଼ ‘ଫୋନି’ରେ ଶ୍ରୀମନ୍ଦିର ନୀଳଚକ୍ର ପ୍ରଭାବିତ ହେବା ଆଶଙ୍କା ଥିବାରୁ ଗତକାଲି ନୀଳଚକ୍ରରେ ୫ ହାତ ଲମ୍ବର କେବଳ ଗୋଟିଏ ଧ୍ୱଜା ବନ୍ଧା ଯାଇଥିଲା।ତେବେ ଅତ୍ୟଧିକ ପବନ ଯୋଗୁଁ ଶ୍ରୀମନ୍ଦିରର ନେତ ଉଡିଯାଇଥିବା ସୂଚନା ।…
Read More...