Breaking
Monthly Archives

February 2019

ନିର୍ବାଚନ ପୂର୍ବରୁ ବିଜେଡି ଟିକେଟ ତାଲିକା ଭାଇରାଲ : ବଢୁଛି ରାଜନିତିକ ମହଲରେ ଚର୍ଚ୍ଚା

ଭୁବନେଶ୍ବର : ବିଜେଡି ଭିତିରି ରହସ୍ୟ ବର୍ତ୍ତମାନ ଦାଣ୍ଡରେ ପଡି ସାମାଜିକ ଗଣମାଧ୍ୟମରେ ଗଡଗଡେଇଲାଣି । ନିର୍ବାଚନ ପୁର୍ବରୁ ବିଜେଡିର ଗୁପ୍ତ ଯୁଦ୍ଧ ଦେଖି ଅନ୍ୟ ଦଳପତି ମାନେ ହସିବା ଆରମ୍ଭ କଲେଣି । ଏକଥା ଲୋକମାନେ କହୁଛନ୍ତି ।ଫୋନରୁ ଫୋନକୁ ଘୁରି ବୁଲୁଛି ବିଜୁ ଜନତା ଦଳର ବିଧାୟକଙ୍କ କଟ ଅଫ…
Read More...

ଦେହ ସାରା ଚିତା ବାଘ ପରି କଳା କଳା ଦାଗ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଢେଙ୍କାନାଳ(ସ୍ପେଶାଲ୍ ରିପୋର୍ଟ):ଦେହ ସାରା ଚିତା ବାଘ ପରି କଳା କଳା ଦାଗ । ଏକ ଅଜଣା ରୋଗରେ ପୀଡିତ ୪ ବର୍ଷର ଅବୋଧ ଶିଶୁ ଚିନ୍ମୟ । ଖେଳକୁଦ ବୟସରେ ଏଭଳି ଚିହ୍ନ ଯୋଗୁଁ ଚିନ୍ମୟକୁ ଧରି ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡୁଛନ୍ତି ଦିନ ମଜୁରିଆ ବାପା । ଆସନ୍ତୁ ଜାଣିବା ଢେଙ୍କାନାଳ ଭୁବନ…
Read More...

ମହିଳା ଦେଖାଇଲେ ସାହାସିକତା : ଛୁରୀ ସହିତ ଖେଳି କାବୁ କଲେ ଲୁଟେରାକୁ

ଭୁବନେଶ୍ୱର: ମାନିବାକୁ ପଡିବ ମହିଳାଙ୍କୁ । ଲୁଟେରା ତାଙ୍କୁ ମାଡ଼ ମାରି ଲୁଟ ଉଦ୍ୟମ କରୁଥିବା ବେଳେ ସାହସ ଦେଖାଇ ମହିଳା  ଜଣଙ୍କ ତାଙ୍କୁ କାବୁ କରି ନେଇଥିଲେ। ମହିଳାଙ୍କ ଏଭଳି ସାହସ ପାଇଁ ଅନେକ ଲୋକେ ପ୍ରଶଂସା କରିଛନ୍ତି। ଏଭଳି ଘଟଣା ମଞ୍ଚେଶ୍ୱର ଥାନା ଜିଜିପି କଲୋନୀ ମଳୟ ବିହାର ରେ…
Read More...

ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ରାଜ୍ୟ ସରକାର :ବିକାଶରେ କଣ୍ଟା ପାଈ ଅଟକିଛି ପୂର୍ବୋଦୟର ସ୍ବପ୍ନ

ଭୂବନେଶ୍ବର: ପ୍ରସଙ୍ଖ ଅନେକ କିନ୍ତୁ ଟାର୍ଗେଟ ଏକ। ଭୂବନେଶ୍ବରରେ ଏକ ସାମ୍ବାଦିକ ସମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ।କେନ୍ଦ୍ର ଅବହେଳାକୁ ପ୍ରସଙ୍ଖ କରି କେନ୍ଦ୍ର ସରକାରଙ୍କର ଉପରେ ବର୍ଷୁଥିବା ରାଜ୍ୟ ସରକାରଙ୍କର ଉପରେ ବିଷୋଦ୍ଗାର କରିଛନ୍ତି ଧର୍ମେନ୍ଦ୍ର।…
Read More...

ପ୍ରେମ ପାଇଁ ଜୀବନ ଗଲା : ବ୍ରିଜ୍ ଉପରୁ ଡେଇଁ ପଡିଲେ ଏମ୍.କମ୍ ଛାତ୍ରୀ

ଭୁବନେଶ୍ବର : ଆଜି ସନ୍ଧ୍ୟା ସମୟରେ ମୁଣ୍ଡଳୀ ମହାନଦୀ ପୋଲ ଉପରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବ୍ଲୁ ପ୍ୟାଣ୍ଟ ଓ ସ୍କାଏ ସାଟ ପିନ୍ଧିଥିବା 20 ରୁ 22 ବର୍ଷ ହେବ ଏକ ଝିଅ ହଟାତ ନିଜ ଚପଲ ଏବଂ ବ୍ୟାଗ ବ୍ରିଜ୍ କାଲବଡ ଉପରେ ଥୋଇ ଦେଇ କେହି କିଛି ଜାଣିବା ଆଗରୁ ହଟାତ ନଦୀ ପାଣି କୁ ଡେଇଁ ପଡ଼ି…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇଲେ ସିଓଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦକ୍ଷିଣ କୋରିଆରେ ଶୁକ୍ରବାର ଦିନ ପ୍ରତିଷ୍ଠିତ ଆନ୍ତର୍ଜାତିକ ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଛି । ଅନ୍ତର୍ଜାତୀୟ ସହଯୋଗ ଓ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ତାଙ୍କ ଯୋଗଦାନ, ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ…
Read More...

ମିଛରେ ବାଘ ଗୁଜବ, ମିଳିଥିବା ପାଦଚିହ୍ନ କଲରା ପତରିଆ ବାଘର ନୁହେଁ -ଡିଏଫଓ

ଭୁବେନେଶ୍ୱର: ରାଜଧାନୀ ଉପକଣ୍ଠରେ ମିଳିଥିବା କୌଣସି ଜନ୍ତୁର ପାଦଚିହ୍ନ କଲରାପତରିଆ ବାଘର ନୁହେଁ ବୋଲି ଶୁକ୍ରବାର ସନ୍ଧ୍ୟରେ ସିଟି ଡ଼ିଭିଜନାଲ ଫରେଷ୍ଟ ଅଫିସର (ଡ଼ିଏଫଓ) ଅଶୋକ ମିତ୍ର କହିଛନ୍ତି । ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଥିବା ଯୋଗୁଁ ରାତିରେ ପୁନର୍ବାର ଏହି ଜନ୍ତୁଟି…
Read More...

ଆଜିଠାରୁ ମାଟ୍ରିକ୍‌ ପରୀକ୍ଷା ,୨୯୫୩ କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୮୭ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ବର :ଆଜିଠୁ ମାଟ୍ରିକ ପରୀକ୍ଷା । ୫ଲକ୍ଷ ୮୭ହଜାର ୭୨୦ଜଣ ପରୀକ୍ଷାର୍ଥୀ ୨୯୫୩ଟି କେନ୍ଦ୍ରରେ ପରୀକ୍ଷା ଦେବେ।୩୦୪ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି।ଏହି ପରୀକ୍ଷାର୍ଥୀଙ୍କ ମଧୢରୁ ମାଟ୍ରିକ୍ ରେଗୁଲାର‌୍‌ରେ ୫ଲକ୍ଷ ୪୫ହଜାର ୩୬୪ଜଣ, ଏକ୍ସ ରେଗୁଲାରରେ ୨୫ହଜାର ୮ଜଣ,…
Read More...