Breaking
Monthly Archives

August 2018

ଚମକିଲେ ଦୂତୀ ! ୨୦୦ ମିଟରରେ ବି ଜିତିଲେ ରୌପ୍ୟ

ଜାକର୍ତ୍ତା : ଦୁତୀ ଜିତିଲେ ଦ୍ବିତୀୟ ରୌପ୍ୟ ପଦକ । ଆଜି ଜାକର୍ତ୍ତା ଏସୀୟ କ୍ରୀଡ଼ାର ମହିଳା ୨୦୦ ମିଟର ଦୌଡ଼ରେ ସ୍ପ୍ରିଣ୍ଟ କୁଇନ୍ ଦୁତୀ ୨୩.୨୦ ସେକେଣ୍ଡ ନେଇ ଦୌଡ଼ ଶେଷ କରିଥିଲେ ।୨୦୦ ମିଟର ମହିଳା ବର୍ଗରେ ସେ ଏହି ପଦକ ହାସଲ କରିଛନ୍ତି। ଭାରତକୁ ଦୁଇଟି ପଦକ ଦେବାରେ ପ୍ରଥମ ଓଡିଆ ଆଥଲେଟ୍…
Read More...

ଆସନ୍ତୁ ଜାଣିବା ଓକିଲମାନେ କାହିଁକି ପିନ୍ଧନ୍ତି କଳା କୋଟ୍‌ ?

ଓକିଲମାନେ ସବୁବେଳେ କଳା ରଙ୍ଗର କୋଟ୍‌ ପିନ୍ଧିଥାନ୍ତି। କୋର୍ଟ ପରିସରରେ ହେଉ କିମ୍ବା ଓକିଲାତି କରୁଥିବା ସମୟରେ ଓକିଲମାନେ ଏହି କଳା କୋଟ୍‌ ପିନ୍ଧିଥାନ୍ତି। ହେଲେ ଓକିଲମାନେ କାହିଁକି କଳାକୋଟ୍‌ ପିନ୍ଧନ୍ତି ହୁଏତ ଅନେକଙ୍କୁ ଅଜଣା ଥାଇପାରେ। ତେବେ ଆସନ୍ତୁ ଜାଣିବା ଓକିଲମାନଙ୍କ ଏହି…
Read More...

ଆଜି ଜାତୀୟ କ୍ରୀଡ଼ା ଦିବସ

ନୂଆଦିଲ୍ଲୀ:ଆଜି ଜାତୀୟ କ୍ରୀଡା ଦିବସ । ଅଗଷ୍ଟ ୨୯ ତାରିଖ, ଭାରତର କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମ ଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି । ସର୍ବକାଳୀନ ଭାବେ ଧ୍ୟାନଚାନ୍ଦଙ୍କୁ ସର୍ବଶ୍ରେଷ୍ଠ ହକି ଖେଳାଳି ଭାବେ ବିବେଚନା କରାଯାଏ । ହକିର ଯାଦୁଗର ଖେଳାଳିଙ୍କ…
Read More...

ଆସୁଛି ବନ୍ୟା ! ହୀରାକୁଦ ଡ୍ୟାମ୍‌ର ୨୫ ଗେଟ୍‌ ଖୋଲିଲା

ଭୁବନେଶ୍ୱର:ମହାନଦୀ ଅବବାହିକାରେ ପୁଣି ଦେଖାଦେଇଛି ବନ୍ୟା ଆଶଙ୍କା। ଛତିଶଗଡରେ ବର୍ଷା ଲାଗି ରହିଥିବାରୁ ପ୍ରବଳ ବନ୍ୟା ଜଳ ହୀରାକୁଦ ଡ୍ୟାମ ଭିତରକୁ ପ୍ରବେଶ କରିବା ଆରମ୍ଭ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ହୀରାକୁଦ ଡ୍ୟାମ୍‌ ପୂରି ଉଠିବ। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୨୯ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ଗୃହରେ ଶାନ୍ତିିର ବାତାବରଣ ସୃଷ୍ଟି ହେବ

ମେଷ: ମାନସିକ ସ୍ତରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ବୃଷ: ବହୁ ମିତ୍ରଙ୍କର ସାନ୍ନିଧ୍ୟ ଲାଭ କରିବେ। ଆନନ୍ଦ…
Read More...

ପୁଣି ହସ୍ପିଟାଲ ବେଡରେ କମେଡ଼ି କିଙ୍ଗ୍ ପପୁ ପମପମ

ଭୁବନେଶ୍ୱର:ଓଲିଉଡ ହାସ୍ୟ ଅଭିନେତା ପପୁ ପମପମ ପୁଣିଥରେ ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଦିଲ୍ଲୀର ଏକ ହସ୍ପିଟାଲରେ ଦୀର୍ଘ ଦୁଇ ସପ୍ତାହ ଧରି ଚିକିତ୍ସିତ ହେଉଛନ୍ତି ପପୁ । ତେବେ କେଉଁ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି ତାହା ଜଣା ପଡିନାହିଁ ।ପୂର୍ବରୁ…
Read More...

ହାଟ ସୁରକ୍ଷା ପାଇଁ ଥାନା ଘେରିଲା ଶହୀଦ ନଗର ହାଟ ବଣିକ ସଂଘ

ଭୁବନେଶ୍ୱର :ଅସାମାଜିକ ଲୋକଙ୍କ କବଳରୁ ଶହୀଦ ନଗର ହାଟକୁ ସୁରକ୍ଷା ଦେବା ପାଇଁ ଆଜି ସହିଦ ନଗର ହାଟ ବଣିକ ସଂଘ ତରଫରୁ ଥାନା ଘେରାଉ କରାଯାଇଥିଲା । ପ୍ରାୟ ୧ ଘଣ୍ଟା ଧରି ବିଭିନ୍ନ ନାରାବାଜି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସଂଘ ଦାବି କରିଥିଲା । ଘଟଣା ସ୍ଥଳରେ ଥାନାର ଏସିପି ପହଂଚି…
Read More...

ଯଦି ଆପଣଙ୍କ ସ୍ବପ୍ନରେ ଏହି ସବୁ ଜିନିଷ ଦେଖାଯାଏ ! ତେବେ ଆପଣ ମୃତ୍ୟୁ ଅତି ନିକଟରେ

ରାତିରେ ଯେତେବେଳେ ଆମେ ଖରାପ ସ୍ବପ୍ନ ଦେଖିଥାଉ ହଠାତ ଆମେ ଚିନ୍ତା ରେ ପଡିଯାଉ ।କିଛି ଲୋକଙ୍କୁ ଗୋଟିଏ ସ୍ବପ୍ନ ବାରମ୍ବାର ଆସିଥାଏ ।ଏହି ଲୋକ ମାନେ ବହୁତ ଚିନ୍ତାରେ ପଡ଼ିଥାନ୍ତି ।କିନ୍ତୁ କଣ ଆପଣମାନେ ଜାଣିଛନ୍ତିକି , ଏହି ସ୍ବପ୍ନ ଆମେ କାହିଁକି ଦେଖୁଛୁ ? ଏହି ସ୍ବପ୍ନ ର ଅର୍ଥ କଣ ? ଆମେ…
Read More...

ସ୍ତ୍ରୀଙ୍କୁ ଶିଳପୁଆରେ ଛେଚି ହତ୍ୟା କଲା ସ୍ୱାମୀ

କଟକ: କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗୋକୁଳପୁର ଉତ୍ତରସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ନିଜ ପତ୍ନୀକୁ ଶିଳପୁଆରେ ଛେଚି ହତ୍ୟା କରିଛି। ହତ୍ୟାକାଣ୍ଡ ପରେ ଯୁବକ ଜଣକ ବାହାର ପଟୁ କବାଟଦେଇ ଫେରାର ହୋଇ ଯାଇଥିଲା। ଅଭିଯୁକ୍ତକୁ ମଙ୍ଗଳବାର ସକାଳେ ଟାଙ୍ଗୀ ଥାନା…
Read More...

ମହଙ୍ଗା ପଡିଲା ମାଲିକ ଝିଅଙ୍କୁ ପ୍ରେମ ! ଲଙ୍ଗଳା କରି ଯୁବକଙ୍କୁ ନିର୍ଧୁମ ପିଟିଲେ

କେନ୍ଦ୍ରାପଡ଼ା:ଗ୍ରାମସଭାରେ ଯୁବକଙ୍କୁ ଉଲଗ୍ନ କରି ନିର୍ଧୁମ ପିଟିଲେ ଗାଁଲୋକ। ଏହା ସହ ୨ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗର ତାଳଚୁଆ ମେରାଇନ୍ ଥାନା ରେକ୍ଟା ଗାଁରେ । ଏହି ଗାଁର ସଦାନନ୍ଦ ଜେନାଙ୍କ ପୁଅକୁ ସରପଂଚ ଏବଂ ଗ୍ରାମର କିଛି ଲୋକ…
Read More...