Breaking

ଭୁବନେଶ୍ୱର ରେ ମହାଶିବରାତ୍ରି ମହାସମାରୋହରେ ପାଳିତ

0

ଭୁବନେଶ୍ୱର ଆଜି ସ୍ମାର୍ଟସିଟି ଭୁବନେଶ୍ୱର ରେ ବଡ ଉସ୍ଛାହ ଉଦ୍ଦୀପନାରେ ପୂଣ୍ଣ ଶାନ୍ତି ଶୃଙ୍ଖଳାର ସହ ମହାଶିବରାତ୍ରି ପାଳିତ ହୋଇ ଯାଇଛି।ଏହି ପବିତ୍ର ଅବସରରେ ସକାଳୁ ମହିଳା ଶ୍ରଦ୍ଧାଳୁ ମାନେ ସ୍ନାନ ଆଦି ସାରି ପବିତ୍ର ଓ ଭକ୍ତିପୂତ ମନରେ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଭୁବନେଶ୍ବରରେ ଥିବା ବିଭିନ୍ନ ଅଞ୍ଚଳରେ ଥିବା ଶିବ ମନ୍ଦିରକୁ ଯାଇ ଦୀପଦାନ କରିବା ସହ ପୂଜାର୍ଚନା କରି ଭଗବାନ ମହାଦେବ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।ମହିଳା ମାନେ ନିର୍ଜଳା ଉପବାସ ରହିବା ପରେ ରାତି ଦଶଟା ରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମହାଦ୍ବୀପ ଉଠିବା ପରେ ଦର୍ଶନ କରି ଦିନଯାକର ଉପବାସ ଭଙ୍ଗ କରିଥିଲେ।

loading...

Leave A Reply

Your email address will not be published.