Breaking

ବିବାହ କରିବେ କି ଶ୍ରଦ୍ଧା !

0

ମୁମ୍ବଇ : ବଲିଉଡର ଜଣାଶୁଣା କମେଡିଆନ ଶକ୍ତି କପୁରଙ୍କ ଲାଡଲି ତଥା ବଲିଉଡ ନାୟିକା ଶ୍ରଦ୍ଧା କପୁର ନିକଟରେ ବିବାହ କରିବାକୁ ନେଇ ଚର୍ଚ୍ଚା ହେଉଛି। ଖୁବଶୀଘ୍ର ଶ୍ରଦ୍ଧା ଜଣାଶୁଣା ଫଟୋଗ୍ରାଫର ରୋହନ ଶ୍ରେଷ୍ଠଙ୍କୁ ବିବାହ କରିବାକୁ ଯାଉଥିବା ସୂଚନା ମିଳିଛି। ପୂର୍ବରୁ ଦୁହିଁଜଣ ଏକତ୍ର ବୁଲୁଥିବା ନଜର ଆସିଥିବାବେଳେ ସେମାନଙ୍କ ଘନିଷ୍ଠ ସମ୍ପର୍କକୁ ନେଇ ଉଭୟ ଅସ୍ବୀକାର କରିଛନ୍ତି। ଆସନ୍ତା ୨୦୨୦ରେ ଶ୍ରଦ୍ଧା-ରୋହନ ବିବାହ କରିବେ ବୋଲି ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି।

loading...

Leave A Reply

Your email address will not be published.