Breaking

କାର୍‌ଗିଲ ବିଜୟ ଦିବସରେ ପାକିସ୍ତାନକୁ ଚେତାବନୀ ଦେଲେ ସେନାମୁଖ୍ୟ, ପୁଣି ଏମିତି କଲେ ଭୋଗିବ ପରିଣାମ

0

ନୂଆଦିଲ୍ଲୀ, ୨୬।୭:କାର୍‌ଗିଲ ବିଜୟ ଦିବସ ଉପଲକ୍ଷେ ସାରା ଦେଶ ବୀର ଶହୀଦ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ଏହି ଅବସରରେ ସେନା ପ୍ରମୁଖ ବିପିନ ରାଓ୍ବତ୍‌ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଯଦି ପାକିସ୍ତାନ ଦ୍ୱିତୀୟଥର ଏପରି କରେ, ତେବେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିଥିବା ବୋଲି ସେ କହିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଆମେରିକା ଯାତ୍ରାକୁ ନେଇ ମଧ୍ୟ ସେ ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନର ଅସଲ ଚାବି କାହା ହାତରେ ଥାଏ ତାହା ସମସ୍ତେ ଜାଣନ୍ତି ତେଣୁ ସେନେଇ ବେଶି କିଛି କହିବା ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

loading...

Leave A Reply

Your email address will not be published.