Breaking

ଭୋଟ ଗଣତି ଆରମ୍ଭ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ରାଜ୍ୟରେ ବାଲେଶ୍ଵର ଏବଂ ତିର୍ତ୍ତୋଲ ଉପନିର୍ବାଚନ ର ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଦେଶରେ ବିହାର ନିର୍ବାଚନର ଭୋଟ ଗଣତି ଆରମ୍ଭ।
ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ପରେ ବାଲେଶ୍ଵର ରେ ବିଜେଡ଼ିକୁ ୩୪୨୭ଟି ଭୋଟ ମିଳିଥିବା ବେଳେ ବିଜେପି କୁ ମିଳିଛି ୨୮୧୨ ଟି ଭୋଟ। ସେହିପରି ତିର୍ତ୍ତୋଲ ରେ ବିଜେଡ଼ି କୁ ୩୮୫୨, ବିଜେପି କୁ ୨୭୭୪ ଏବଂ କଂଗ୍ରେସ କୁ ୪୪୨ଟି ଭୋଟ ମିଳିଛି। ଉଭୟ ସ୍ଥାନରେ ବିଜେଡ଼ି ଆଗୁଆ ରହିଛି।
ସେହିପରି ବିହାର ରେ ଆର୍ ଜେ ଡି ମହାଗଠବନ୍ଧନ ୧୧୦ଟି ସ୍ଥାନରେ ଆଗୁଆ ଥିବା ବେଳେ ଏନ ଡି ଏ ୧୦୬ ଟି ସ୍ଥାନରେ ଆଗୁଆ ରହିଛି।

loading...

Leave A Reply

Your email address will not be published.