Breaking

ଉଡିଗଲା ଶାଗୁଣା

ପରପାରିରେ ଭିକୁ ସେଠ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ପରପାରିରେ ବରିଷ୍ଠ ଯାତ୍ରା କଳାକାର ମହେନ୍ଦ୍ର ଦାସ ଓରଫ ଭିକୁ ସେଠ । କଟକ ଚୌଦ୍ୱାରରେ ହୃଦଘାତରେ ଆଖି ବୁଜିଛନ୍ତି ଏହି ବର୍ଷିୟିନ ଅଭିନେତା । ଅନୁସାରେ ଗତକାଲି ରାତିରେ ତାଙ୍କର ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା ଏବଂ ହସ୍ପିଟାଲ ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଛି । ଜଲିଉଡର ଏହି ଚର୍ଚ୍ଚିତ କଳାକାର ପ୍ରାୟ ୩୦ ବର୍ଷ ଧରି ଯାତ୍ରା ମଂଚରେ ରାଜ କରିଛନ୍ତି। ଯାତ୍ରା ସାଗୁଣା ବସିଛି ଡେଣା ମେଲାଇରୁ ତାଙ୍କୁ ପ୍ରସିଦ୍ଧି ମିଳିଥିଲେ ହେ ଅନନ୍ୟ ଅଭିନୟ ପାଈ ତାଙ୍କର ରହିଥିଲା ସ୍ବତନ୍ତ୍ର ପରିଚୟ।ତାଙ୍କର ପରଲୋକ ଯାତ୍ରା ଜଗତ ପାଇ ଏକ ଅପୂରଣୀୟ କ୍ଷତି।

loading...

Leave A Reply

Your email address will not be published.