Breaking

ସମ୍ମାନୀତ ହେଲେ କରୋନା ଯୋଦ୍ଧା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଟିମ୍ ପ୍ରକାଶ ତ୍ରିପାଠୀ ତରଫରୁ କୋରନା ଯୁଦ୍ଧ ର ଅନ୍ୟତମ ସାରଥୀ, ଭିଏସସନଗର ବିଏମସି ହସ୍ପିଟାଲର ଡାକ୍ତର , ଫାର୍ମାସିଷ୍ଟ, ନର୍ସ ଓ ସମସ୍ତ କର୍ମଚାୀମାନଙ୍କୁ ଫୁଲ, ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରିବା ସହିତ ପ୍ରଭୁ ଜଗନ୍ନାଥଙ୍କ ପଟଚିତ୍ର ଦେଇ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସୌମ୍ୟ ରଞ୍ଜନ ପ୍ରଧାନ, ଦୀପକ ନାୟକ, ଗଡେଶ୍ୱର ହାଟ ସମ୍ପାଦକ ମନୋରଞ୍ଜନ ସାହୁ, ତ୍ରିନାଥ ବସ୍ତି ସଭାପତି ନରେନ୍ଦ୍ର ବିଶ୍ଵାଳ, ଅକ୍ଷୟ ସ୍ବାଇଁ, କମଳାକାନ୍ତ ରାଉତରାୟ,ସର୍ବଜୀଟ ସାହୁ, ସୁଶାନ୍ତ ମୁଦୁଲି, ବିନୋଦ ସାହୁ, ମହିଳା ବିଜେଡି ନେତ୍ରୀ ମନୋରମା ସିଂ ପାତ୍ର, ଇସା ମହାନ୍ତି, ସ୍ମିତା ସିଂ, ସୁଚିତ୍ରା ବେହେରା, ସ୍ନେହଲତା ମୁଦୁଲି, ଦ୍ରୌପଦୀ ଦେବୀ, ପୁଷ୍ପଲତା ରାଉଳ ପ୍ରମୁଖ ଯୋଗଦାନ କରିଥିଲେ।

loading...

Leave A Reply

Your email address will not be published.