Breaking

ଇଂଲଣ୍ଡରେ ଟିମ୍ ଇଣ୍ଡିଆ ପାଳିଲା ସ୍ୱାଧୀନତା ଦିବସ

0

ଲଣ୍ଡନ : ଇଂଲଣ୍ଡ ଗସ୍ତରେ ଥବା ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ସେଠାରେ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନ କରିଛି । ତାଜ୍ ଲଣ୍ଡନ୍ ଠାରେ ଟିମ୍ ଇଣ୍ଡିଆ ଖେଳାଳିମାନେ ଏକାଠି ହୋଇ ଜାତୀୟ ସଂଗୀତ ଗାନ କରିଥିଲେ । ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ପତାକା ଉତ୍ତୋଳନ କରିଥିଲେ । ପତାକା ଉତ୍ତୋଳନ ପରେ ବିରାଟ କୋହଲି ଭାରତୀୟ ଦଳ ପକ୍ଷରୁ ଦେଶବାସୀଙ୍କୁ ସ୍ଵାଧିନତା ଦିବସର ଶୁଭକାମନା ଜଣାଇଛନ୍ତି।

loading...

Leave A Reply

Your email address will not be published.