Breaking

ଯୁବ ସମାଜସେବୀଙ୍କ ଅକାଳ ବିୟୋଗ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଜଣେ ସ୍ପଷ୍ଟବାଦି ମେଳାପି ମଣିଷ ସୁରଜିତ୍ ସାହୁ।ସମାଜ ସେବାରେ ଥିଲା ଗଭୀର ରୂଚି।କାହାର କୈାଣସି ଅସୁବିଧାରେ ତତ୍କ୍ଷଣତ୍ ଠିଆ ହୋଇ ପଡନ୍ତି ଦିପୁ।ଗତକାଲି ଏକ ସଡକ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଛି।ଏ ନେଇ ଭି ଏସ୍ ଏସ୍ ନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ତାଙ୍କ ସମ୍ମାନାର୍ଥେ ଆଜି ସ୍ଥାନୀୟ ବଜାରକୁ ବନ୍ଦ ରଖାଯାଇଛି।ଦରଦି ମଣିଷ ଦିପୁଙ୍କୁ ଝୁରୁଛନ୍ତି ବନ୍ଧୁ ଓ ପରିବାର। ଦିପୁଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ଅଞ୍ଚଳ ବାସୀ।

ଓଡିଶା ନ୍ୟୁଜ୍ ଟୁଡେ ପରିବାର ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

loading...

Leave A Reply

Your email address will not be published.