Breaking

ଆଜି ଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ପ୍ରାକୃତିକ କୀର୍ତ୍ତିରାଜି ରେ ଶୋଭା ପାଉଥିବା ବ୍ୟାଘ୍ର ଅଭୟାରଣ୍ୟ ଶିମିଳିପାଳ। ଚଳିତ ବର୍ଷ କୋଭିଡ କଟକଣା ପାଇଁ ମାର୍ଚ୍ଚ ମାସରୁ ଶିମିଳିପାଳକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା। ତେବେ କରୋନା ର ପ୍ରାଦୁର୍ଭାବ କମି ନଥିଲେ ହେଁ ଅନଲକ୍ ୬.୦ ଜରିଆରେ ଏବେ ଶିମିଳିପାଳ କୁ ପର୍ଯ୍ୟଟକ ଏବଂ ସାଧାରଣ ଜନତାଙ୍କ ପାଇଁ ଖୋଲା ଯାଇଛି। ଏବେ ପର୍ଯ୍ୟଟକ ମାନେ ଶିମିଳିପାଳ ର ସୌନ୍ଦର୍ଯ୍ୟ କୁ ଉପଭୋଗ କରିପାରିବେ। ତେବେ ସାମାଜିକ ଦୂରତା କୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ସୂଚନା ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ପାଖାପାଖି ୨୦୦ ପର୍ଯ୍ୟଟକ ଯାଇଛନ୍ତି ବୋଲି ଜାଣିବାକୁ ମିଳିଛି।

loading...

Leave A Reply

Your email address will not be published.