Breaking

ଭାବକୁ ଗ୍ରହଣ କଲେ ଭାବଗ୍ରାହୀ

ବଡଦାଣ୍ଡରେ ଗଡିବ ତିନିରଥ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଆସିଲା ସୁପ୍ରିମ ରାୟ ଓ ପୂର୍ବ ନିଷ୍ପତିକୁ ବଦଳାଇଲେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଅନୁମତି ଦେଇଛନ୍ତି । ବିନା ଭକ୍ତରେ ବଡଦାଣ୍ଡରେ ରଥଯାତ୍ରା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ । ପ୍ରଧାନବିଚାରପତିଙ୍କ ୩ ଜଣିଆ ଖଣ୍ଡପୀଠରେ ପୁରୀରେ ରଥଯାତ୍ରାକୁ ଅନୁମତି ଦେବାସହ କଟକଣା ଭିତରେ ରଥଯାତ୍ରା କରିବା ପାଈ ତାଗିତ୍ କରିଛନ୍ତି। କେବଳ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହି ବୋଲି ଶୁଣାଇଛନ୍ତି ସୁପ୍ରମକୋର୍ଟ।

loading...

Leave A Reply

Your email address will not be published.