Breaking

ଗଡିବନି କି ନନ୍ଦିଘୋଷ ?

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆଗକୁ କାଳିଆ ସାଆନ୍ତଙ୍କ ଘୋଷଯାତ୍ର। ରଥଖଳାରେ କାଠ ପ୍ରସ୍ତୁତ । ବିଶ୍ୱକର୍ମା ପ୍ରସ୍ତୁତ କିନ୍ତୁ ଯାତ୍ରା ନେଇ ଅନିଶ୍ଚିତତା । ୪ ତାରିଖରେ ପରିଚାଳନା କମିଟି ରଥ ନିର୍ମାଣ କାମ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେବା ପରେ ବୁଧବାର କେନ୍ଦ୍ର କୋର୍ଟରେ ଆବେଦନ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରକୁ ଚିଠି ଲେଖି ରାଜ୍ୟ ସରକାର ରଥନିର୍ମାଣ ପାଇଁ ଅନୁମତି ଲୋଡିଛନ୍ତି। ରଥଯାତ୍ରା ଉପରେ ସାରା ବିଶ୍ୱର ନଜର ରହିଥିବାବେଳେ ଏବେ ଯାତ୍ରାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଏହା କୋଟି କୋଟି ଭକ୍ତଙ୍କ ଭାବାବେଗର ପ୍ରଶ୍ନ।ଏନେଇ କିଛି ନିର୍ଜାସ ବାହାର କରାଯାଉ ବୋଲି ବିଭିନ୍ନ ମହଲରେ ଦାବି ହୋଛି।

loading...

Leave A Reply

Your email address will not be published.