Breaking

ସଂଙ୍କଟରେ ରାଜସ୍ଥାନ୍ ସରକାର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜସ୍ଥାନ ରାଜନୀତିରେ କମ୍ପନ। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଥିବା ବିବାଦ ବାହାରକୁ ଆସିବାପରେ ସଚିନ୍ ତାଙ୍କ ସମର୍ଥକମାନଙ୍କ ସହ ଦଳ ମୁଖ୍ୟଙ୍କୁ ଭେଟିବାକୁ ଦିଲ୍ଲୀରେ ଡେରା ପକାଇଛନ୍ତାି।ଅନ୍ୟପଟେ ସରକାର ବଂଚାଇବାକୁ କସରତ ଆରମ୍ଭ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍ । ସେ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କୁ ଜୟପୁର ଡାକିଥିବା ବେଳେ ପରିସ୍ଥିତିକୁ ଦେଖି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଜରୁରୀ ବୈଠକ ଡକାଇଛନ୍ତି।

loading...

Leave A Reply

Your email address will not be published.