Breaking

ବିପଦର ବନ୍ଧୁ ପ୍ରକାଶ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ମାର୍ଗଦର୍ଶନରେ ପ୍ରକାଶ ତ୍ରୀପାଠି ଓ ତାଙ୍କ ଟିମ୍ ଓ୍ବାର୍ଡ ୧୧ ପଥରବନ୍ଧ ବସ୍ତିର ୧୨୦ ରୁ ଉର୍ଧ ପରିବାରଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ଯୋଗାଇ ସାମାଜିକ କର୍ତ୍ତବ୍ୟ ବହନ କରିଛନ୍ତି।ଏହାସହ ତାଲାବନ୍ଦ ଆରମ୍ଭ ଦିନଠାରୁ ଏହି ପ୍ରକାଶ ଓ ତାଙ୍କ ସହଯୋଗି ସଦସ୍ୟ ମାନେ ବାଣୀବିହାର ,ଭି ଏସ୍ ଏସ୍ ନଗର ଓ ଆଖପାଖ ଅଞ୍ଚଳର ବୁଲା କୁକୁର,ଗାଇ ତଥା ଆନ୍ୟାନ୍ୟ ଜୀବ ମାନଙ୍କୁ ସ୍ବଖର୍ଚରେ ଆହାର ଯୋଗାଉଛନ୍ତି।ଏହି କାର୍ଯ୍ୟକ୍ରମରେ ସୌମ୍ୟ,ଦୀପକ, ଜିତୁ, ବାବୁ,ବିନୋଦ,ଅନନ୍ତ,ଓ ୟ୍ୟୁଥ୍ କ୍ଳବ୍ ର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି।

loading...

Leave A Reply

Your email address will not be published.