Breaking

ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ୪୪ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର ୧୭.୦୧.୨୦୨୪ : ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ୪୪ ତମ ପ୍ରତିଷ୍ଠା ଦିବସ ଜାନୁୟାରୀ ମାସ ୧୭ ତାରିଖ ଦିନ ପ୍ରତିଷ୍ଠାନର କାର୍ଯ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ଡ଼କ୍ଟର ସୁରେନ୍ଦ୍ରନାଥ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି…
Read More...

ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟର ‘ନୂଆ-ଓ, ଯୁବ ଓଡ଼ିଶା’ ଉଦ୍‌ଯାପିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ‘ନୂଆ-ଓ, ଯୁବ ଓଡ଼ିଶା’, ନବୀନ ଓଡ଼ିଶା ଆନୁକୂଲ୍ୟରେ ଦୀର୍ଘ ଦେଢ ମାସ ଧରି ଦେବରାୟ ମହାବିଦ୍ୟାଳୟର ଉଭୟ +୨ ଓ +୩ ବିଭାଗର ଅନୁଷ୍ଠିତ ହୋଇଆସୁଥିବା ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ଗୁଡ଼ିକର ପୁରସ୍କାର ବିତରଣ ଉତ୍ସବ ତଥା ଉଦ୍‌ଯାପନୀ ଉତ୍ସବ ଆଜି ପାଳିତ…
Read More...

ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟରେ ସାଂସ୍କୃତିକ ପ୍ରତିଯୋଗୀତା କାର୍ଯ୍ୟକ୍ରମ

ନୟାପଲ୍ଲୀ ଦେବରାୟ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ନୂଆ ଓ ଯୋଜନା ଆନୁକୁଲ୍ୟରେ ସାଂସ୍କୃତିକ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଡ଼. ରୀନା ଘଡ଼େଇ ଉଦ୍‌ଘାଟନ କରିଥିଲେ । ବହୁ ଛାତ୍ର ଛାତ୍ରୀ ବାଦ୍ୟଯନ୍ତ୍ର, ସଙ୍ଗୀତ, ଏକକ ଅଭିନୟ, ବ୍ୟଙ୍ଗ…
Read More...

ୟୁନେସ୍କୋ ଏବଂ ଆଇ.ଆଇ.ଏମ୍‌.ଟି. ମିଳିତ ସହଯୋଗରେ ଆଲୋଚନା ଚକ୍ର

ଭୁବନେଶ୍ୱର:ୟୁନେସ୍କୋ ଏବଂ ଆଇ.ଆଇ.ଏମ୍‌.ଟି ଭୁବନେଶ୍ୱର ର ମିଳିତ ସହଯୋଗରେ ଝୁମ ମାଧ୍ୟମରେ ମାନବିକ ଅଧିକାର ଏବଂ ଆର୍ଥିକ ବ୍ୟବସ୍ଥା ଉପରେ ଏକ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରକୁ ଉଦ୍‌ଘାଟନ କରି ୟୁନେସ୍କୋ ଲେକଚର ସିରିଜ୍ ଚେୟାରର ପ୍ରଫେସର ଫ୍ରାନ୍‌ସିସକୋ…
Read More...

ରେଡ଼୍ ସ୍ୱସ୍ତିକ୍ ପକ୍ଷରୁ ୧୫ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ବଣ୍ଟନ

ଭୁବନେଶ୍ୱର: ଦେଶର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ଏବଂ ରୋଟାରୀ କ୍ଲବ୍ ଭୁବନେଶ୍ବର ସହଯୋଗରେ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି । ଏହି ଅବସରରେ ଅତିଥିଭାବେ ମାନ୍ୟବର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଆରପିଏସସି ଭୁବନେଶ୍ୱର…
Read More...