Breaking
ଖାଲି ସ୍ବାଦରେ ନୁହେଁ ଶରୀର ପାଇଁ ମଧ୍ୟ ବହୁ ଲାଭଦାୟକ ରସଗୋଲା
ସ୍ବାଦିଷ୍ଟ ମିଠା ଅନେକ ପ୍ରକାରର ରହିଥିଲେ ମଧ୍ୟ ରସଗୋଲା ସବୁଠାରୁ ଭିନ୍ନ। ସାଧାରଣତଃ ରସଗୋଲା ସମସ୍ତଙ୍କୁ ବହୁତ ପସନ୍ଦ ରହିଥାଏ। କିନ୍ତୁ ମିଠା ନାଁ ଶୁଣିବା ମାତ୍ରେ ଶରୀର ପ୍ରତି ସଜାଗ ବ୍ୟକ୍ତି ଏହା ଖାଇବାକୁ ପସନ୍ଦ କରିନଥାନ୍ତି। ଆଜି ଆମେ ରସଗୋଲା ପ୍ରେମୀଙ୍କ ପାଇଁ ଆଣିଛୁ ଖୁସି ଖବର।…
Read More...
Read More...
ସକାଳୁ ଉଠି କରନ୍ତୁ ଏହି କାମ , ମସ୍ତିଷ୍କ ହୋଇଯିବ କମ୍ପୁଟରରୁ ଅଧିକ ତୀବ୍ର
ମସ୍ତିଷ୍କ ଆମ ଶରୀରର ଏପରି ଏକ ଅଙ୍ଗ ଯାହା ସବୁବେଳେ କାମ କରିଥାଏ। ଏହା ଆମର ସଂପୂର୍ଣ୍ଣ ଶରୀରକୁ ନିୟନ୍ତ୍ରିତ କରିବା ସହ ଦିନର ସମସ୍ତ କଥାକୁ ମନେ ରଖିଥାଏ। କିନ୍ତୁ କିଛି କାରଣ ବଶତଃ ହଠାତ୍ ଆମେ କଥା ଭୁଲିବାରେ ଲାଗୁ ଏବଂ ମସ୍ତିଷ୍କ କମ୍ କାମ କରିବା ଆରମ୍ଭ ହୋଇଥାଏ। ଏହା ଦ୍ବାରା ଦୈନନ୍ଦିନ…
Read More...
Read More...
ଗାଙ୍ଗୁଲିଙ୍କ ଫେକ୍ ଇନଷ୍ଟାଗ୍ରାମ : ଫଲୋ ନକରିବାକୁ ପରାମର୍ଶ ଦେଲେ ଦାଦା
କୋଲକାତା : ଏଜବାଷ୍ଟନ୍ ଟେଷ୍ଟରେ ଇଂଲଣ୍ଡ ଠାରୁ ଭାରତ ୩୧ ରନ୍ରେ ହାରିବା ପରେ ଅନେକ ସମାଲୋଚନାର ସାମନା କରିଛି ଟିମ୍ ଇଣ୍ଡିଆ ଓ ଅଧିନାୟକ ବିରାଟ କୋହଲି । ଏମିତିକି ଖବର ଆସିଲା ଦଳରେ ବାରମ୍ବାର ଖେଳାଳି ଓ ବ୍ୟାଟିଂ ଅର୍ଡର ପରିବର୍ତ୍ତନ ନକରିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ଅଧିନାୟକ…
Read More...
Read More...
ମାହି କହିଲେ ୨୦୧୯ ବିଶ୍ୱକପ୍ ପରେ ଅବସର କଥା ଭାବିବି
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଟେଷ୍ଟ କ୍ରିକେଟ୍ରୁ ସନ୍ନ୍ୟାସ ନେଇ ସାରିଛନ୍ତି । ହେଲେ ଦିନିକିଆ ଆନ୍ତର୍ଜାତିକ ଓ ଟି-ଟ୍ବେଣ୍ଟିରୁ କେବେ ଅବସର ନେବେ ତାକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ସବୁ କଳ୍ପନା ଜଳ୍ପନାକୁ ଖଣ୍ଡନ କରି ଧୋନି…
Read More...
Read More...
୧୦୮ ଆମ୍ବୁଲାନ୍ସକୁ ପିଟିଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ
କେନ୍ଦୁଝର : ନୟାକୋଟ ଥାନା ଅନ୍ତର୍ଗତ କୁମୁଣ୍ଡି ନିକଟରେ ଏକ ୧୦୮ ଆମ୍ବୁଲାନ୍ସକୁ ପିଟିଲା ଟ୍ରକ। ଖୁବ ଦ୍ରୁତ ଗତିରେ ଟ୍ରକଟି ଆସୁଥିବା ଦେଖି ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ରାସ୍ତାକଡରେ ଗାଡିଟିକୁ ଛିଡାକରି ଦେଇଥିଲେ। ଏହାସତ୍ତ୍ବେ ମଧ୍ୟ ଟ୍ରକ ଡ୍ରାଇଭର ଗାଡିଟିକୁ ଆଣି ପିଟି ଦେଇଥିଲା। ଫଳରେ…
Read More...
Read More...
କରୁଣାନିଧିଙ୍କ ଶେଷ କୃତ୍ୟ ସଂପନ୍ନ ! ମେରିନା ବିଚ୍ରେ ଦିଆଗଲା ସମାଧି
ଚେନ୍ନାଇ: ଦ୍ରାବିଡ଼ କିମ୍ବଦନ୍ତୀ ପୁରୁଷ ତଥା ତାମିଲ୍ ରାଜନୀତିର ଭୀଷ୍ମ ପିତାମହ ଏମ. କରୁଣାନିଧିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଚେନ୍ନାଇର ମେରିନା ବିଚ୍ରେ ସମାଧୀ ଦିଆଯାଇଛି କରୁଣାନିଧିଙ୍କୁ। ମାଟିର ମଣିଷ ମାଟି କୋଳରେ ନେଇଛନ୍ତି ଶେଷ ବିଶ୍ରାମ।…
Read More...
Read More...
ସ୍ୱାଧୀନତା ଦିବସ ଉପଲକ୍ଷେ ଆମାଜନ୍ ଇଣ୍ଡିଆ ଘୋଷଣା କଲା ‘ଆମାଜନ୍ ଫ୍ରିଡମ୍ ସେଲ୍’
ନୂଆଦିଲ୍ଲୀ : ଇ-କମର୍ସ କମ୍ପାନି ଆମାଜନ୍ ଇଣ୍ଡିଆ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ଆମାଜନ ଫ୍ରିଡମ୍ ସେଲ୍’ ଯୋଜନା ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାହକଙ୍କୁ ଆକର୍ଷଣୀୟ ମୂଲ୍ୟରେ ଅନେକ ସାମଗ୍ରୀ ଯୋଗାଇ ଦିଆଯିବ। ଏହି ଯୋଜନା ୨୦୧୮ ଅଗଷ୍ଟ ୯ ତାରିଖ ରାତି ୧୨ଟାରୁ…
Read More...
Read More...
ପିଏନ୍ବି ଶାଖାର ନୂତନ ପରିସର ଉଦ୍ଘାଟିତ
ଭୁବନେଶ୍ୱର:ଭୁବନେଶ୍ୱର ପିଏନ୍ବି ଆର୍ପିଆର୍ସି ଶାଖାର ନୂତନ ପରିସର ଉଦ୍ଘାଟିତ ହୋଇଯାଇଛି। ବ୍ୟାଙ୍କର କୋଲକାତା ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଏଲ୍ କେ ମାଲ୍ହୋତ ଓ ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ଗଣପତ ଲାଲ୍ଙ୍କ ଉପସ୍ଥିତିରେ ଏହି ପରିସରକୁ ଉଦ୍ଘାଟନ କରାଯାଇଛି। ଏହି ଅବସରରେ ଆର୍ପିଆର୍ସି…
Read More...
Read More...
ପରଲୋକରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ୍.କରୁଣାନିଧି, ତାମିଲନାଡୁରେ ଶୋକର ଛାୟା
ଚେନ୍ନାଇ: ଦକ୍ଷିଣ ଭାରତୀୟ ରାଜନୀତିର ଭୀଷ୍ମ ପିତାମହ ଯଥା ଡିଏମ୍କେ ସୁପ୍ରିମୋ ଏମ୍ କରୁଣାନିଧିଙ୍କର ୯୪ ବର୍ଷ ବୟସରେ ମଙ୍ଗଳବାର ବିୟୋଗ ଘଟିଛି। ଚେନ୍ନାଇର କାବେରୀ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଦେଶର ଜଣେ ବର୍ଷିୟାନ୍ ରାଜନେତା ଏମ୍.କରୁଣାନିଧି ମାତ୍ର…
Read More...
Read More...
ପୁଲିସ୍ ନାକ ତଳେ ଏମିତି ଚାଲିଥିଲା ସେକ୍ସ ରାକେଟ୍…ବାହାରୁ ଆସୁଥିଲେ ସୁନ୍ଦରୀ ତରୁଣୀ
ଗୁଣପୁର: ଭୁବନେଶ୍ୱରରେ କମିଶନରେଟ୍ ପୁଲିସ୍ର ନିଦ ହଜାଇ ଦେଇଥିବା ସୁନୀଲ ଭଳି ଗୁଣପୁରରେ ଧରାପଡ଼ିଛି ଆଉ ଏକ ଦେହ ଦଲାଲ ସୁନୀଲ ରେଡ୍ଡୀ।
ରାୟଗଡ଼ା ଜିଲ୍ଲା ଗୁଣପୁର ଶେଖର ନଗରର ଏକ ଭଡ଼ା ଘରୁ ପୁଲିସ୍ ଏକ ସେକ୍ସ ରାକେଟ୍ ଠାବ କରିଛି। ଗତକାଲି ସନ୍ଧ୍ୟାରେ ଏହି ଭଡ଼ା ଘର ଉପରେ ପୁଲିସ୍ ଚଢ଼ଉ…
Read More...
Read More...