Breaking

ଅବକାରୀ ବିଭାଗ ଧରିଲା ୧୦ ଲକ୍ଷର ଧଳା ଜହର

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର ଅଞ୍ଚଳରୁ ଅବକାରୀ ବିଭାଗ ସୋମବାର ଦିନ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି ।ଏହି ଘଟଣାରେ ସମ୍ପୃକ୍ତିକୁ ନେଇ ଅବକାରୀ ବିଭାଗ କ୍ଷୀରୋଦ ସାହୁ ନାମକ ଜଣେ ନିଶା ବେପାରୀକୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା…
Read More...

ଆପୋସ୍ ମାଧ୍ୟମରେ ଭାଇଚାରାରେ ବାନ୍ଧି ହେବେ ପୋଲିସ ଓ ବସ୍ତି ବାସିନ୍ଦା

ଭୁବନେଶ୍ବର: (ସୁକାନ୍ତ ରାଉତ)ଆଉ ମିଳିବନାହିଁ ଧଳା ଜହର , ନାଲି କି ଧଳା ନିଶା ପାଣି, ଦେଖିବାକୁ ପଡିବନି ଚୋର ପୁଲିସ ର ଲୁଚକାଳି ଖେଳ । ଆପୋସ୍ ମାଧ୍ୟମରେ ଭାଇଚାରା ମନ୍ତ୍ରରେ ବାନ୍ଧି ହେବେ କମିଶନରେଟ୍ ପୋଲିସ ଓ ବସ୍ତି ବାସିନ୍ଦା । ପୋଲିସ ଆପେ ଆପେ ପହଞ୍ଚିବ ବସ୍ତି ଅଞ୍ଚଳରେ ଥିବା…
Read More...

ମଦୁଆ ବାପାର ଚାଖଣ ନିଶା ପାଇଁ ଚାଲିଗଲା ଦୁଇ ଝିଅଙ୍କ ଜୀବନ

ଭୁବନେଶ୍ବର :ମଦ୍ଯପ ବାପର ଚାଖଣ ନିଶା ପାଇଁ ଅକାଳରେ ଚାଲିଗଲା ଦୁଇ ଝିଅଙ୍କ ଜୀବନ । ଘଟଣାଟି ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କ୍ଷୀରସାହିରେ ଲକ୍ଷ୍ମୀଧର ଦାଶ ମଦ ପିଇ ଆଜି ଘରକୁ ମାଛ ଆଣିଥିଲେ ରୋଷେଇ ପାଇଁ । ସରସ୍ବତୀ ପୂଜା ଓ ଗାଁରେ ଅଷ୍ଟପ୍ରହରୀ ଚାଲିଥିବାରୁ ତାଙ୍କ ସ୍ତ୍ରୀ…
Read More...

ଓ୍ବିସ୍ ଅନୁଷ୍ଠାନ ପକ୍ଷରୁ କବିତା ଆସର ଅନୁଷ୍ଠିତ

ଭୁବନେଶ୍ବର:ଜୟଦୂର୍ଗାନଗରରେ ଥିବା ସାଇମନ୍ଦିର ପଛ ପାଶ୍ୱର୍ରେ ଏକ କବିତା ଆସରର ଆୟୋଜନ କରାଯାଇଛି । ଏହି କବିତାର ମୂଖ୍ୟ ଅତିଥି ହେଉଛନ୍ତି ଗୋପାଳ କୃଷ୍ଣ ମହାପାତ୍ର, ଭାରତୀୟ ସିନେମା ସେନ୍ସର ବୋର୍ଡ଼ କଟକ ଆଂଚଳିକ ମୂଖ୍ୟ ଭାରତୀୟ ସୂଚନା ସେବାର ବରିଷ୍ଠ ପଦାଧିକାରୀ ଗଣମାଧ୍ୟମରେ ତିବି ଦଶଦ୍ଧି…
Read More...

ବାବାଙ୍କ ସଂସାର ପ୍ରୀତି

ଭୁବନେଶ୍ବର(ସୁକାନ୍ତ ରାଉତ୍): ବାବାଙ୍କ ସ°ସାର ପ୍ରୀତି ଦେଖାଇଲେ ବୈଦାନତା । ସମୟ ରାତି ତିନିଟା କିଟି କିଟି ଅନ୍ଧାର , ସୂର୍ଯ୍ୟଦୋୟ ପୂର୍ବରୁ ନିତ୍ୟକ୍ରମ ସାରିବାର ନିୟମ ଅଛି ଅଲେଖ ବାବାଙ୍କର ତେଣୁ ବାବା ବାସି କାମ ସାରିବାକୁ ଟ୍ରେନ ଲାଇନ୍ ଆରପଟକୁ ଯିବା ସମୟରେ ଦଖିଲେ ଗୋଟିଏ ଟର୍ଚ୍ଚ ଓ…
Read More...

ସରିଲା ଚକ୍‌ଲେଟ୍‌ ଡେ’; ଆଜି ଟେଡ୍ଡି ଡେ’ : ଝିଅଙ୍କ ପସନ୍ଦ ଟେଡ୍ଡି

ଭୁବନେଶ୍ୱର(ସତ୍ୟଜିତ୍ ରାଉତ୍): ସୁନ୍ଦର ଟେଡ୍ଡିଟିଏ ଦେଖିଲେ, କାହା ମନ ବି ଖୁସି ନ ହେବ। କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଟେଡ୍ଡି ଦେଖିଲେ କିଛି ସମୟ ପାଇଁ ସଭିଙ୍କ ମନ ଖୁସିରେ ନାଚି ଉଠେ। ତାହାକୁ ଜାବୁଡ଼ି ଧରିବାକୁ ଇଚ୍ଛା ହୁଏ। ନିଜର ଭଲ ପାଉଥିବା ମଣିଷକୁ…
Read More...

ଆଜି ସରସ୍ୱତୀ ପୂଜା: ଶିକ୍ଷାନୁଷ୍ଠାନ ଗୁଡିକରେ ପୂଜା ପାଇଁ ବିଶେଷ ଆୟୋଜନ

ଭୁବନେଶ୍ୱର: ଆଜି ହେଉଛି ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା। ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ। ମା’ଙ୍କ ଆବାହନ ପାଇଁ ବିଭିନ୍ନ ସ୍କୁଲରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଛି। ଭୁବନେଶ୍ୱରର ବିଭିନ୍ନ ସ୍କୁଲ କଲେଜ ଏବଂ ମଣ୍ଡପରେ ମଧ୍ୟ ବିଦ୍ୟାଦାତ୍ରୀଙ୍କ ପୂଜା ପାଇଁ ସ୍ୱତନ୍ତ୍ର ପୂଜା ପାଠର…
Read More...

ରାମଦେବଙ୍କ ରାମବାଣ

ଭୂବନେଶ୍ବର:ରାମଙ୍କୁ ନେଇ ବାବା ରାମଦେବଙ୍କ ବଡ ବୟାନ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ଜମି ମାମଲା ସୁପ୍ରିମକୋର୍ଟରେ ରହିଛି । ଏସବୁ ଭିତରେ ରାମଙ୍କୁ ନେଇ ବଡ ବୟାନ ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ ।ବାବା ରାମଦେବ ବିଜେପିର ଜଣେ ଦୃଢ ସମର୍ଥକ ହୋଇଥିବାରୁ ତାଙ୍କ ବୟାନ ନିଶ୍ଚିତ ରୂପେ…
Read More...

ପୁଣି ଏକ ନାବାଳିକା ଛାତ୍ରୀ ଗର୍ଭବତୀ

ଭୁବନେଶ୍ବର :ପୁଣି ଏକ ନାବାଳିକା ଛାତ୍ରୀ ଗର୍ଭବତୀ , ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଶାଳଖୁଣ୍ଟା ଆଶ୍ରମ ବିଦ୍ୟାଳୟରେ । ସମ୍ପୃକ୍ତ ନାବାଳିକା ଜଣକ ନବମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି । ଆହୁରି ମଧ୍ୟ ବାରିପଦାର ଏକ ମେଡିକାଲ କଲେଜରେ ନାବାଳିକାର ଡାକ୍ତରୀ ମାଇନା…
Read More...