Breaking

ଶିଶୁ ପ୍ରତିଭା ଅନ୍ବେଷଣ ଲକ୍ଷରେ ଆରମ୍ଭ ହେଉଛି ” ମୁ ବି ଷ୍ଟାର ସିଜିନ୍ ୧ “

କୋଣାର୍କ:କୋଣାର୍କ ସ୍ଥିତ ଯାତ୍ରୀନିବାସ ପରିସରରେ ଟ୍ୟାଲେଣ୍ଟ ଓଫ୍ ଓଡିଶା ପକ୍ଷରୁ' ମୁ ବି ଷ୍ଟାର ସିଜିନ ୧ 'ର ପ୍ରତିଭା ଅନ୍ବେଷଣ କରିବା ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜସେବି ରାମକୃଷ୍ଣ ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚଳଚିତ୍ର ପ୍ରଯୋଜକ…
Read More...

ରାଜଧାନୀର ଛାତି ଉପରେ କଡ଼ା ସୁରକ୍ଷା ଭିତରେ ବାଘ

ଭୁବନେଶ୍ୱର: ରାଜଧାନୀରେ ବାଘ ତାହା ପୁଣି ସ୍ମାର୍ଟସିଟି ଭୁବନେଶ୍ୱରର ଛାତି କୁହାଯାଉଥିବା ପଳାଶପଲ୍ଲୀ ଅଞ୍ଚଳରେ । ଯେଉଁଠି ରହୁଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ କଡା ପହରା ସାଙ୍ଗକୁ ଚକାଚକ୍ ଲାଇଟ । ଏହା ଆମେ କହୁନୁ କି ଲୋକମାନେ କହୁନାହାନ୍ତି କହୁଛି ସିସିଟିଭି । ଏକ କଲରାପତରିଆ ବାଘ ପାଚେରୀ…
Read More...

ଆସନ୍ତାକାଲି କଟକରେ ବନ୍ଦରହିବ ଅଟୋସେବା

କଟକ:ଆସନ୍ତା କାଲି ଭାରତୀୟ ବଣିକ ସଂଘର ବନ୍ଦ ଡାକରାକୁ ସମର୍ଥନ କରି କଟକ ଅଟୋ ମହହାସଂଘ ତରଫରୁ ସମସ୍ତ ଅଟୋ ବନ୍ଦ ରହିବ ବୋଲି କଟକ ଅଟୋ ମହାସଙ୍ଘର ଉପ ସଭାପତି ଦେବେନ୍ଦ୍ର ପାଣିଗ୍ରାହୀ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁଲୱାମା ବିସ୍ଫୋରଣରେ ସହିଦ ଯବାନ ସ୍ମୃତିରେ ନିରବ ପାର୍ଥନା…
Read More...

ବନ୍ଦରହିବ ଭାରତ। ବ୍ୟବସାୟିକ ଅନୁଷ୍ଠାନ ଦେବେ ସହିଦଙ୍କୁ ସଲାମ।

ଭୂବନେଶ୍ବର:ସହିଦ ଜବାନଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ଆସନ୍ତାକାଲି ରାଜ୍ୟର ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ବନ୍ଦରହିବ । ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି । ମହାସଂଘର ସାଧାରଣ…
Read More...

ଓ୍ବିସ୍ ଅନୁଷ୍ଠାନ ତରଫରୁ ପଥୋତ୍ସବରେ ଶହୀଦ ମାନଙ୍କ ପାଇଁ ସ୍ମୃତି ସଭା

ଭୁବନେଶ୍ବର:ଓ୍ବିସ୍ ଅନୁଷ୍ଠାନ ତରଫରୁ ରବିବାର ପଥୋତ୍ସବରେ ଶହୀଦ ମାନଙ୍କ ପାଇଁ ସ୍ମୃତି ସଭାର ଆୟୋଜନ କରାଯାଇଥିଲା । ଏଥିରେ ଯିଏକି ଆତଙ୍କ ବାଦୀମାନଙ୍କ ଦ୍ୱାରା ୪୨ଜଣ ଯବାନ ନିହତ ହୋଇଥିଲେ । ମଧୁରମୟୀ ଅଶ୍ରମର ଟିକି ଟିକି ପିଲାମାନଙ୍କ ସହ ଅନୁଷ୍ଠାନ ସମସ୍ତ କର୍ମକର୍ତା ମାନେ ରାଲିରେ ଯୋଗ…
Read More...

ନିର୍ମାଣ ହେବ କ୍ୟାନ୍ସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର

ଭୁବନେଶ୍ବର:ବାରଙ୍ଗର ରତାଗଡ ନୂଆସାହିଠାରେ ନିର୍ମାଣ ହେବ କ୍ୟାନ୍ସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଟାଟା ଟ୍ରଷ୍ଟ ସହାୟତାରେ ଏହା ନିର୍ମାଣ କରାଯିବ । ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲ…
Read More...

ସିସିଟିଭି ନଜରରେ ରହିବେ +୨ ପରିକ୍ଷାର୍ଥି ,ଅଧ୍ୟାପକ, କର୍ମଚାରୀ

ଭୁବନେଶ୍ୱର :ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ଚଳିତ ବର୍ଷ ସମସ୍ତ +୨ ଖାତାର ଅନଲାଇନ ଓ ଅଫଲାଇନ୍ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ଲଗାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମୂଲ୍ୟାୟନ କେନ୍ଦ୍ରର ପର୍ଯ୍ୟବେକ୍ଷକଙ୍କ ନିକଟକୁ ଚିଠି ମାଧ୍ୟମରେ ସମସ୍ତ ଅନଲାଇନ ଓ…
Read More...

ଆତଙ୍କବାଦ କୁ ବିରୋଧ । ସହିଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ।

ଭୁବନେଶ୍ୱର:କାଶ୍ମୀର ପୁଲଓ୍ବାମା ଠାରେ ପ୍ରାଣବଳୀ ଦେଇଥିବା ବୀର ସହିଦ୍ ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରି ଏକ ଶ୍ରଦ୍ଧାଞ୍ଜଳୀ ସଭା ଏବଂ କ୍ଯାଣ୍ଡଲ ଯାତ୍ରା ନୀଳାଦ୍ରି ବିହାର ଠାରେ ଅନୁଷ୍ଠିତ ହୋଇଯାଇଛି। ଆବାସିକ ସଙ୍ଘ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସିପି ରବି ଶତପଥୀ, ଥାନା…
Read More...

ହାପି କିଡ୍ସ୍ ସ୍କଲକୁ ଜାତୀୟ ପୁରସ୍କାର

ଭୁବନେଶ୍ବର:ଖଣ୍ଡଗିରିସ୍ଥିତ ହାପି କିଡ୍ସ ସ୍କୁଲକୁ ଜାତୀୟ ସ୍ତରରେ ପୁରସ୍କୃତ କରାଯାଇଛି।ଏହି ନିକଟରେ ସର୍ବଭାରତୀୟ ବ୍ରେନ୍ଫିଡ୍ ସଂସ୍ଥା ଦ୍ବାରା ଆୟୋଜିତ ୨୦୧୮-୧୯ ସ୍କୁଲ ସ୍ତରର ଏକ୍ସିଲେନସି ଆଓ୍ବାର୍ଡର ଆୟୋଜନ କରାଯାଇଥିଲା। ହାପି କିଡ୍ସ୍ ସ୍କୁଲ ଏହି ଉତ୍ସବରେ ଜାତୀୟ ସ୍ତରର ୧୦୦ ଟି…
Read More...